ଦୁଇ ଦିନିଆ ରିମାଣ୍ଡରେ ଗଲେ ମନୋଜ ନାୟକ, ଗଣମାଧ୍ୟମ ପ୍ରତିନିଧିଙ୍କୁ ସମର୍ଥକଙ୍କ ଆକ୍ରମଣ

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗିରଫ ମନୋଜ ନାୟକଙ୍କୁ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। ଗତକାଲି ମନୋଜ ଗିରଫ ହୋଇଥିଲେ। ତାଙ୍କୁ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ କମିଶନରେଟ୍ ପୋଲିସ୍‌କୁ ଅନୁମତି ଦେଇଥିଲେ। ମନୋଜଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଫଳରେ ତାଙ୍କୁ ଗତକାଲି ରାତିରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆଜି ପୋଲିସ୍ ତାଙ୍କୁ ସେଠାରୁ […]

manoj

manoj

Rakesh Mallick
  • Published: Friday, 21 October 2016
  • Updated: 21 October 2016, 03:04 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗିରଫ ମନୋଜ ନାୟକଙ୍କୁ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। ଗତକାଲି ମନୋଜ ଗିରଫ ହୋଇଥିଲେ। ତାଙ୍କୁ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ କମିଶନରେଟ୍ ପୋଲିସ୍‌କୁ ଅନୁମତି ଦେଇଥିଲେ। ମନୋଜଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଫଳରେ ତାଙ୍କୁ ଗତକାଲି ରାତିରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆଜି ପୋଲିସ୍ ତାଙ୍କୁ ସେଠାରୁ ରିମାଣ୍ଡରେ ନେଇଛି।

ପୋଲିସ୍ ମନୋଜ ନାୟକଙ୍କୁ ଝାରପଡ଼ା ଜେଲ୍‌ରୁ ରିମାଣ୍ଡରେ ନେବା ବେଳେ ତାଙ୍କର ସମର୍ଥକମାନେ ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମନୋଜଙ୍କ ଫଟୋ ନଉଠାଇବାକୁ ସେମାନେ ଧମକଚମକ ଦେବା ସହିତ ଠେଲାପେଲା କରିଥିଲେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଛନ୍ତି। ପୋଲିସ୍ ୪ ଜଣଙ୍କୁ ଅଟକ ରଖିଛି। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ବୁଧବାର ବିଳମ୍ବିତ ରାତିରେ ମନୋଜ ଖଣ୍ଡଗିରି ଥାନାରେ ଆତ୍ମସର୍ମପଣ କରିଥିଲେ। ଅଗ୍ନିଶମ ବିଭାଗର ଏତଲା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଆଇପିସି ଧାରା ୩୦୪,୩୦୮,୨୮୫ ଏବଂ ୩୪ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story