୯ ଘଣ୍ଟାର ଜେରା ପରେ ବାହାରିଲେ ଅଖତର, କାଲି ପୁଣି ହେବେ ହାଜର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ଘଣ୍ଟାର ମାରାଥନ୍ ଜେରା ପରେ ଦିଲ୍ଲୀ ସ୍ଥିତ ଏନଆଇଏ ମୁଖ୍ୟାଳୟରୁ ବାହାରିଲେ କଟକ ସାଲେପୁର ଅଞ୍ଚଳର ଅଖତର ହୁସେନ ଖାନ୍। ଆଜି ଦିନ ୧୧ଟାରୁ ତାଙ୍କୁ ଚାଲିଥିଲା ଜେରା। କାଲି ପୁଣି ତାଙ୍କୁ ପଚରାଉଚରା ପାଇଁ ଡାକାଯାଇଛି। ଏନ୍‌ଆଇଏ କାର୍ଯ୍ୟାଳୟରୁ ବାହାରିବା ପରେ ଅଖତର କହିଛନ୍ତି-“ବ୍ୟାଙ୍କ ଆକାଉଣ୍ଟ ଟ୍ରାଞ୍ଜେକସନ ନେଇ ପଚରାଉଚରା ହୋଇଥିଲା। ଏହାଛଡ଼ା ଓଡ଼ିଶାରେ ପଚାରିଥିବା ପ୍ରଶ୍ନ ଆଉଥରେ ପଚରାଯାଇଥିଲା।” ନୋଟିସ୍ ମୁତାବକ ଆଜି ଏନ୍‌ଆଇଏ ମୁଖ୍ୟ କାର୍ଯ୍ୟାଳୟରେ […]

akter-husan

akter-husan

Rakesh Mallick
  • Published: Monday, 04 December 2017
  • Updated: 04 December 2017, 10:58 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ଘଣ୍ଟାର ମାରାଥନ୍ ଜେରା ପରେ ଦିଲ୍ଲୀ ସ୍ଥିତ ଏନଆଇଏ ମୁଖ୍ୟାଳୟରୁ ବାହାରିଲେ କଟକ ସାଲେପୁର ଅଞ୍ଚଳର ଅଖତର ହୁସେନ ଖାନ୍। ଆଜି ଦିନ ୧୧ଟାରୁ ତାଙ୍କୁ ଚାଲିଥିଲା ଜେରା। କାଲି ପୁଣି ତାଙ୍କୁ ପଚରାଉଚରା ପାଇଁ ଡାକାଯାଇଛି।

ଏନ୍‌ଆଇଏ କାର୍ଯ୍ୟାଳୟରୁ ବାହାରିବା ପରେ ଅଖତର କହିଛନ୍ତି-“ବ୍ୟାଙ୍କ ଆକାଉଣ୍ଟ ଟ୍ରାଞ୍ଜେକସନ ନେଇ ପଚରାଉଚରା ହୋଇଥିଲା। ଏହାଛଡ଼ା ଓଡ଼ିଶାରେ ପଚାରିଥିବା ପ୍ରଶ୍ନ ଆଉଥରେ ପଚରାଯାଇଥିଲା।”

ନୋଟିସ୍ ମୁତାବକ ଆଜି ଏନ୍‌ଆଇଏ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଅଖତର। ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ଅଖତର ରହୁଥିବା ସାଲେପୁର କିଶନନଗର ନିକଟ ସାମନ୍ତରାପୁର ଗାଁରେ ଗତ ସପ୍ତାହରେ ପଚରାଉଚରା କରିଥିଲା ଏନ୍‌ଆଇଏର ୬ ଜଣିଆ ଟିମ୍। ଦିଲ୍ଲୀରୁ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଲିଙ୍କରେ ଏନ୍‌ଆଇଏ ଅଖତର ନିକଟରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story