ଆକ୍ରୋଶ ରଖି ସୁଦୀପଙ୍କୁ ଗିରଫ କରାଯାଇଛି: ନୈନା

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ୬ ଦିନ ରିମାଣ୍ଡରେ ଥିବା ତୃରମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ପତ୍ନୀ  ନୈନା ବନ୍ଦୋପାଧ୍ୟାୟ ଆଜି ଓଡ଼ିଶା ଆସି ସିବିଆଇ ଅଫିସକୁ ଯାଇଥିଲେ। ନୈନା ମଧ୍ୟ ଟିଏମ୍‌ସିର ଜଣେ ବିଧାୟିକା। ସିବିଆଇ ଆଫିସ୍‌କୁ ଯିବା ବେଳେ ନୈନା କହିଛନ୍ତି,“ସିବିଆଇ ବିଜେପି ଦ୍ୱାରା ପରିଚାଳିନ ହେଉଛି। ସୁଦୀପଙ୍କୁ ଆକ୍ରୋଶ ରଖି ଗିରଫ କରାଯାଇଛି।” ସେ କହିଛନ୍ତି,“ସୁଦୀପଙ୍କୁ ଗିରଫ କରାଯିବା ପୂର୍ବରୁ ସ୍ଥାନୀୟ ଥାନା ସହ ଯୋଗାଯୋଗ କରାଯିବାର […]

neina

neina

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 11:10 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ୬ ଦିନ ରିମାଣ୍ଡରେ ଥିବା ତୃରମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ପତ୍ନୀ  ନୈନା ବନ୍ଦୋପାଧ୍ୟାୟ ଆଜି ଓଡ଼ିଶା ଆସି ସିବିଆଇ ଅଫିସକୁ ଯାଇଥିଲେ। ନୈନା ମଧ୍ୟ ଟିଏମ୍‌ସିର ଜଣେ ବିଧାୟିକା। ସିବିଆଇ ଆଫିସ୍‌କୁ ଯିବା ବେଳେ ନୈନା କହିଛନ୍ତି,“ସିବିଆଇ ବିଜେପି ଦ୍ୱାରା ପରିଚାଳିନ ହେଉଛି। ସୁଦୀପଙ୍କୁ ଆକ୍ରୋଶ ରଖି ଗିରଫ କରାଯାଇଛି।”

ସେ କହିଛନ୍ତି,“ସୁଦୀପଙ୍କୁ ଗିରଫ କରାଯିବା ପୂର୍ବରୁ ସ୍ଥାନୀୟ ଥାନା ସହ ଯୋଗାଯୋଗ କରାଯିବାର ଥିଲା। ହେଲେ ସିବିଆଇ ସ୍ଥାନୀୟ ଥାନା ସହ କୌଣସି ଯୋଗାଯୋଗ ନ କରି ତାଙ୍କୁ ଗିରଫ କରିଛି। ଯାହାସବୁ ଅଗିଯୋଗ ତାଙ୍କ ବିରୋଧରେ ଅଣାଯାଇଛି ସବୁ ଭିତ୍ତିହୀନ। ଆଗ ପ୍ରମାଣ ଦେଖାନ୍ତୁ।”

ସନ୍ଧ୍ୟାରେ ନୈନା ପୁଣି ଥରେ ସିବିଆଇ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ପ୍ରାୟ ଏକ ଘଣ୍ଟା ରହିଥିଲେ।

ବିସିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ନୈନା କହିଥିଲେ,“ମୋତେ ସିବିଆଇ ପକ୍ଷରୁ ଡକାଯାଇ ନ ଥିଲା। ପତିଙ୍କ ଦେହ ଭଲ ନାହିଁ ଶୁଣି ମୁଁ ତାଙ୍କୁ ଦେଖା କରିବାକୁ ଆସିଥିଲି। ଏହି ଘଟଣାରେ ସିପିଏମ୍‌ ସହିତ ବିଜେପି ହାତ ମେଳାଇଛି। ରୋଜଭ୍ୟାଲି ପଇସାରେ ବିଦେଶ ଭ୍ରମଣ କରିଛୁ କି ନାହିଁ ତାହା କୋର୍ଟରେ ପ୍ରମାଣିତ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story