ଆଲକୋହଲ୍‌ ମସାଜରୁ ମିଳେ ଅନେକ ଫାଇଦା, କେଶ ବି ଚମକେ

ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। ତେବେ ଜାଣିଛନ୍ତି, ମଦରେ ମସାଜ କଲେ ଶରୀରକୁ ଅନେକ ଫାଇଦା ମିଳେ। ଯଦି ବିଶ୍ୱାସ ହେଉନି, ତା’ହେଲେ କେବେ ଯାଇ ମଦ ମସାଜ କରାନ୍ତୁ। ତା’ହେଲେ ଜାଣିପାରିବେ ଏହାର ଏହି ପାଞ୍ଚୋଟି ଉପକାର ସଂପର୍କରେ। ୧- କଠିନ ଶାରୀରିକ ପରିଶ୍ରମ କରିବା ପରେ ମାଂସପେଶୀଗୁଡ଼ିକରେ ଯନ୍ତ୍ରଣା ହୁଏ। ମାଂସପେଶୀର ଯେଉଁ ସ୍ଥାନରେ କଷ୍ଟ ହେଉଥିବ ତା’ଉପରେ ମଦ ଲଗାଇ ମସାଜ କରନ୍ତୁ। ଘଣ୍ଟାଏ ପର୍ଯ୍ୟନ୍ତ ଉକ୍ତ ସ୍ଥାନକୁ ସଫା କରନ୍ତୁ ନାହିଁ। […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 09:03 AM IST

Sports

Latest News

ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। ତେବେ ଜାଣିଛନ୍ତି, ମଦରେ ମସାଜ କଲେ ଶରୀରକୁ ଅନେକ ଫାଇଦା ମିଳେ। ଯଦି ବିଶ୍ୱାସ ହେଉନି, ତା’ହେଲେ କେବେ ଯାଇ ମଦ ମସାଜ କରାନ୍ତୁ। ତା’ହେଲେ ଜାଣିପାରିବେ ଏହାର ଏହି ପାଞ୍ଚୋଟି ଉପକାର ସଂପର୍କରେ।

୧- କଠିନ ଶାରୀରିକ ପରିଶ୍ରମ କରିବା ପରେ ମାଂସପେଶୀଗୁଡ଼ିକରେ ଯନ୍ତ୍ରଣା ହୁଏ। ମାଂସପେଶୀର ଯେଉଁ ସ୍ଥାନରେ କଷ୍ଟ ହେଉଥିବ ତା’ଉପରେ ମଦ ଲଗାଇ ମସାଜ କରନ୍ତୁ। ଘଣ୍ଟାଏ ପର୍ଯ୍ୟନ୍ତ ଉକ୍ତ ସ୍ଥାନକୁ ସଫା କରନ୍ତୁ ନାହିଁ। ଦେଖିବେ ଆରାମ ମିଳିବ। ପରେ ଉକ୍ତ ସ୍ଥାନକୁ ଧୋଇ ଦିଅନ୍ତୁ।

୨- ଚର୍ମ ଅବା ନଖରେ ଫଙ୍ଗସ୍ ଇନ୍‌ଫେକ୍ସନ ହୋଇଥିଲେ ମଦକୁ ଉକ୍ତ ସ୍ଥାନରେ ଲଗାଇ ଦିଅନ୍ତୁ। ମଦକୁ ସେହି ସ୍ଥାନରେ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଉକ୍ତ ସ୍ଥାନକୁ ସଫା କରିବାକୁ ଆଦୌ ତରତର ହୁଅନ୍ତୁ ନାହିଁ।

୩- ଶରୀରରେ ଛୋଟମୋଟ ଘାଆ ଅବା କ୍ଷତ ହୋଇଥିଲେ ସେଥିରେ ଆଲ୍‌କୋହଲ୍‌ ଲଗାନ୍ତୁ। ଦେଖିବେ ଶୀଘ୍ର କ୍ଷତ ଶୁଖିଯିବ। ଏହା ଆଣ୍ଟିବାୟୋଟିକ୍ ଭଳି କାର୍ଯ୍ୟ କରେ।

୪- ମୁଣ୍ଡର କେଶ ପାଇଁ ବି ମଦ ବଡ଼ ଉପକାରୀ ହୋଇଥାଏ। ବିୟରକୁ କେଶରେ ଲଗାଇ ହାଲ୍‌କା ମସାଜ କରନ୍ତୁ। କେଶ ମୁଲାୟମ ହେବ ଓ ଚମକିବ।

୫- ଶରୀରକୁ ଉଷୁମ ରଖିବାକୁ ଚାହୁଁଥିଲେ ଆଲ୍‌କୋହଲ୍ ମସାଜ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story