ମହିଳା କମିଶନ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ କବିତା ମହାକୁଡ଼

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ନାମରେ ନିର୍ଯାତନା ଅଭିଯୋଗ ନେଇ  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନିକଟକୁ ନ୍ୟାୟ ପାଇଁ  ଯାଇଥିବା ବେଳେ  ସେ ତାଙ୍କୁ ଟଙ୍କା ନେଇ ମାମଲା ପ୍ରତ୍ୟାହାର କରିବାକୁ  କହିଥିଲେ ବୋଲି ତାଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,  “ବହୁତ ଆଶା ନେଇ ମୁଁ ମହିଳା କମିଶନରଙ୍କୁ ଭେଟିଥିଲି।  ମୋତେ  ନ୍ୟାୟ ମିଳିବ ବୋଲି ଭାବିଥିଲି।  ଦୁନିଆରେ ମୋ ଭଳି […]

kabita mahakul

kabita mahakul

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 03:30 PM IST

Sports

Latest News

[caption id="attachment_71632" align="alignleft" width="300"]kabita mahakul କବିତା ମହାକୁଡ଼[/caption]

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ନାମରେ ନିର୍ଯାତନା ଅଭିଯୋଗ ନେଇ  ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନିକଟକୁ ନ୍ୟାୟ ପାଇଁ  ଯାଇଥିବା ବେଳେ  ସେ ତାଙ୍କୁ ଟଙ୍କା ନେଇ ମାମଲା ପ୍ରତ୍ୟାହାର କରିବାକୁ  କହିଥିଲେ ବୋଲି ତାଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,  “ବହୁତ ଆଶା ନେଇ ମୁଁ ମହିଳା କମିଶନରଙ୍କୁ ଭେଟିଥିଲି।  ମୋତେ  ନ୍ୟାୟ ମିଳିବ ବୋଲି ଭାବିଥିଲି।  ଦୁନିଆରେ ମୋ ଭଳି ନାରୀକୁ ଯଦି ନ୍ୟାୟ ମିଳୁ  ନାହିଁ,  ତେବେ କାହାକୁ ନ୍ୟାୟ ମିଳିବ?”

ମହିଳା କମିଶନଙ୍କ ନିକଟରେ ତାଙ୍କ ଅଭିଯୋଗର ଶୁଣାଣି ନେଇ ବାରମ୍ବାର ତାରିଖ ପଡ଼ିଥିଲା। କିନ୍ତୁ ନ୍ୟାୟ ମିଳି ନ ଥିଲା। ତେଣୁ ବାଧ୍ୟ ହୋଇ ସେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

କବିତାଙ୍କ ଅଭିଯୋଗ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।  କିନ୍ତୁ ତାଙ୍କର ଏହି ଅଭିଯୋଗକୁ  ଖଣ୍ଡନ କରିଛି ମହିଳା କମିଶନ।

ରାଜ୍ୟ ମହିଳା  କମିଶନ ସଦସ୍ୟା  ସେହ୍ନାଞ୍ଜଳି ମହାନ୍ତି କହିଛନ୍ତି, “ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ନାମରେ  କବିତା ମହାକୁଡ଼ ଆମ ଅଫିସରେ କେସ୍ କରିଛନ୍ତି।  ଏବେ କେସ୍ ପ୍ରୋସେସରେ ଅଛି । ସେମାନଙ୍କୁ  ଆଉ ତାରିଖ ଦିଆଯାଇଛି। ଏକଥା  ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ।”

କବିତାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଭୁବନେଶ୍ୱର ମହିଳା ଥାନାରେ ଆଇପିସି ଧାରା ୪୯୮(କ),୩୪୧,୫୦୬, ୩୪ରେ ମାମଲା ରୁଜୁ ହୋଇଛି। ଆବଶ୍ୟକ ହେଲେ ସନାତନଙ୍କୁ ସମନ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story