ଆଳୁ ସଂରକ୍ଷଣକୁ ନେଇ ଦାମ-ସୂର୍ଯ୍ୟ ମୁହାଁମୁହିଁ

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳରେ ଆଳୁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏବଂ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା। ଆଳୁ ସଂରକ୍ଷଣକୁ ନେଇ ଅଚଳ ଶୀତଳ ଭଣ୍ଡାରଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବାରେ ରେଜିଷ୍ଟ୍ରାର ସମବାୟ ମନ୍ତ୍ରୀଙ୍କ କଥା ଶୁଣୁ ନ ଥିବା ପ୍ରସଙ୍ଗ ସୂର୍ଯ୍ୟ ଉଠାଇ ଥିଲେ। ରେଜିଷ୍ଟ୍ରାରମାନେ ଯଦି ଏ କଥା ଶୁଣୁ ନାହାନ୍ତି, ତେବେ ସମବାୟ ମନ୍ତ୍ରୀ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ […]

dama-surjya

dama-surjya

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 10:28 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳରେ ଆଳୁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏବଂ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ମୁହାଁମୁହିଁ ହେବା ଦେଖିବାକୁ ମିଳିଥିଲା। ଆଳୁ ସଂରକ୍ଷଣକୁ ନେଇ ଅଚଳ ଶୀତଳ ଭଣ୍ଡାରଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରାଯିବାରେ ରେଜିଷ୍ଟ୍ରାର ସମବାୟ ମନ୍ତ୍ରୀଙ୍କ କଥା ଶୁଣୁ ନ ଥିବା ପ୍ରସଙ୍ଗ ସୂର୍ଯ୍ୟ ଉଠାଇ ଥିଲେ। ରେଜିଷ୍ଟ୍ରାରମାନେ ଯଦି ଏ କଥା ଶୁଣୁ ନାହାନ୍ତି, ତେବେ ସମବାୟ ମନ୍ତ୍ରୀ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ନଜରକୁ କାହିଁକି ଆଣୁ ନ ଥିଲେ ବୋଲି ପ୍ରଶ୍ନ କରିଥିଲେ।

ଏହାର ଉତ୍ତର ରଖି ଦାମ ସିଧାସଳଖ ବିଧାୟକ ସୂର୍ଯ୍ୟଙ୍କୁ ଆକ୍ଷେପ କରିଥିଲେ। ସେ କହିଥିଲେ, ବିଧାୟକ କେଉଁ ଆଭିମୁଖ୍ୟ ନେଇ ଏହି ପ୍ରସଙ୍ଗ ଉଠାଇଛନ୍ତି ତାହା ତାଙ୍କୁ ଭଲ ଭାବେ ଜଣା। ଏପରି କି ପୁରୁଣା କଥାକୁ ମନେ ପକାଇ ଦାମ ସୂର୍ଯ୍ୟଙ୍କୁ ସମାଲୋଚନା କରିବା ସହ ନିଜ କଥା ନିଜେ ସମ୍ଭାଳ ବୋଲି କହିଥିଲେ। ଶାସକ ଦଳର ଦୁଇ ନେତାଙ୍କ ଏପରି ତୁ ତୁ ମେଁ ମେଁକୁ ନେଇ ଗୃହ ବେଶ ସରଗରମ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story