ଆଜି ତୃଣମୂଳ କର୍ମୀଙ୍କୁ ଭେଟିବେ ଶାହ

ଭୁବନେଶ୍ୱର: ଆଜି ସରିବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୩ଦିନିଆ ଓଡ଼ିଶା ଗସ୍ତ। ଶେଷଦିନ ଗସ୍ତରେ ଶାହ ଆଜି ଦଳର ଗୁପ୍ତ ସୈନିକ ବା ବିସ୍ତାରକଙ୍କୁ ମନ୍ତ୍ରଣା ଦେବେ। ପରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକର୍ତ୍ତା ମହାଅଧିବେଶନରେ ପ୍ରତି ବ୍ଲକରୁ ଆସିଥବା କାର୍ଯ୍ୟକର୍ତ୍ତାଙ୍କୁ ମିଶନ ୧୨୦ର ଷ୍ଟ୍ରାଟେଜି ନେଇ ବିସ୍ତୃତ ଭାବେ ପାଠ ପଢାଇବେ। ଏହା ପୂର୍ବରୁ ଦିନ ୧୦ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 07:45 AM IST

Sports

Latest News

ଭୁବନେଶ୍ୱର: ଆଜି ସରିବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୩ଦିନିଆ ଓଡ଼ିଶା ଗସ୍ତ। ଶେଷଦିନ ଗସ୍ତରେ ଶାହ ଆଜି ଦଳର ଗୁପ୍ତ ସୈନିକ ବା ବିସ୍ତାରକଙ୍କୁ ମନ୍ତ୍ରଣା ଦେବେ। ପରେ ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା କାର୍ଯ୍ୟକର୍ତ୍ତା ମହାଅଧିବେଶନରେ ପ୍ରତି ବ୍ଲକରୁ ଆସିଥବା କାର୍ଯ୍ୟକର୍ତ୍ତାଙ୍କୁ ମିଶନ ୧୨୦ର ଷ୍ଟ୍ରାଟେଜି ନେଇ ବିସ୍ତୃତ ଭାବେ ପାଠ ପଢାଇବେ। ଏହା ପୂର୍ବରୁ ଦିନ ୧୦ଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବେ।

ଗତକାଲି ଶାହ ତାଙ୍କର  ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ଗୋପନୀୟ ବୈଠକ କରି ୧୯ବିଭାଗ ଓ ୧୦ଟି ପ୍ରକଳ୍ପର ଦାୟିତ୍ୱରେ ଥିବା ନେତାଙ୍କୁ ଗୁପ୍ତ ମନ୍ତ୍ରଣା ଦେଇଥିଲେ। ଏହାସହ ୨ମାସ ତଳେ ଦେଇଥିବା ହୋମଓ୍ୱାର୍କର ହିସାବ ମଧ୍ୟ ମାଗିଥିଲେ ଶାହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story