ଆମ୍ବୁଲାନ୍ସ ନ ଆସିବାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଅଟକବଡ଼ା ଗାଁର। ମୃତ ମହିଳାଙ୍କ ନାଁ ମୋତି ଭତରା। ମୋତିଙ୍କର ପ୍ରସୂତି ଯନ୍ତ୍ରଣା ହେବାରୁ ପରିବାର ଲୋକ ଡାକ୍ତରଖାନ ନେବା ପାଇଁ ବାରମ୍ବାର ବାରମ୍ବାର ଆମ୍ବୁଲାନ୍ସ ପାଖକୁ ଫୋନ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ଆସି ନ ଥିଲା। ପରିବାର ଲୋକ ନିରୁପାୟ ହୋଇ ତାଙ୍କୁ ଅଟୋରେ ନେଇ ଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। […]

nabarangpur

nabarangpur

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 02:38 PM IST

Sports

Latest News

ନବରଙ୍ଗପୁର: ଆମ୍ବୁଲାନ୍ସ ନ ଆସିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଅଟକବଡ଼ା ଗାଁର। ମୃତ ମହିଳାଙ୍କ ନାଁ ମୋତି ଭତରା। ମୋତିଙ୍କର ପ୍ରସୂତି ଯନ୍ତ୍ରଣା ହେବାରୁ ପରିବାର ଲୋକ ଡାକ୍ତରଖାନ ନେବା ପାଇଁ ବାରମ୍ବାର ବାରମ୍ବାର ଆମ୍ବୁଲାନ୍ସ ପାଖକୁ ଫୋନ କରିବା ସତ୍ତ୍ୱେ ଆମ୍ବୁଲାନ୍ସ ଆସି ନ ଥିଲା। ପରିବାର ଲୋକ ନିରୁପାୟ ହୋଇ ତାଙ୍କୁ ଅଟୋରେ ନେଇ ଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ମହିଳାଙ୍କ ଶାଶୂଙ୍କ ଘର ଭାଲୁଝର ହୋଇଥିବା ବେଳେ ଗର୍ଭାବସ୍ଥାରେ ସେ  ତାଙ୍କ ବାପାଙ୍କ ଘରେ ରହୁଥିଲେ।

ଏହି ଘଟଣାର ତଦନ୍ତ କରାଯିବ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନବରଙ୍ଗପୁର ସିଡିଏମ୍‌ଓ ଅନୁପ କୁମାର ଘୋଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story