ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ:  କହିଲେ ମତେ ହତ୍ୟା କରିବାକୁ ମାଓବାଦୀଙ୍କୁ ସୁପାରି ଦେଇଥିଲେ ୱାଇଏସ ରାଜଶେଖର  

ହାଇଦ୍ରାବାଦ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ। ୨୦୦୩ରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ରାଜନୈତିକ ବିରୋଧୀ ୱାଇଏସ ରାଜଶେଖର ରେଡ୍ଡି ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ମାଓବାଦୀଙ୍କୁ ସେ  ଟଙ୍କା ସୁପାରି ଦେଇଥିଲେ ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି।   ଗତ କିଛିଦିନ ପୂର୍ବେ ୱାଇଏସ ରାଜଶେଖର ରେଡ୍ଡିଙ୍କ ପୁଅ ୱାଇଏସ ଜଗମୋହନଙ୍କ ରେଡ୍ଡୀ ଦେଇଥିବା  ବିବାଦୀୟ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖି ଟିଡିପିର ସଭାପତି ଚନ୍ଦ୍ରବାବୁ  ଏହି ପ୍ରତିକ୍ରିୟା […]

chandrababu

chandrababu

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 05:12 PM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ। ୨୦୦୩ରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ରାଜନୈତିକ ବିରୋଧୀ ୱାଇଏସ ରାଜଶେଖର ରେଡ୍ଡି ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ମାଓବାଦୀଙ୍କୁ ସେ  ଟଙ୍କା ସୁପାରି ଦେଇଥିଲେ ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି।  

ଗତ କିଛିଦିନ ପୂର୍ବେ ୱାଇଏସ ରାଜଶେଖର ରେଡ୍ଡିଙ୍କ ପୁଅ ୱାଇଏସ ଜଗମୋହନଙ୍କ ରେଡ୍ଡୀ ଦେଇଥିବା  ବିବାଦୀୟ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖି ଟିଡିପିର ସଭାପତି ଚନ୍ଦ୍ରବାବୁ  ଏହି ପ୍ରତିକ୍ରିୟା ରଖିଛନ୍ତି। ସୂଚନା ଅନୁଯାୟୀ ରାଜଶେଖରଙ୍କ ପୁଅ ୱାଇ ଏସ ଜଗମୋହନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡୁଙ୍କୁ ସର୍ବସାଧାରଣରେ ଗୁଳି ମାରିବାକୁ ଚେତାବନୀ ଦେଇଥିଲେ। ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଥିବା ଅଭିଯୋଗ କରି ଜଗମୋହନ ଏଭଳି ଚେତାବନୀ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୦୩ ଅକ୍ଟୋବର ୨ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ଚନ୍ଦ୍ରବାବୁ ନାଇଡୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତିରୁମୁଳା ପାହାଡ଼ରେ ଏହି ଭୟାନକ ବିସ୍ପୋରଣ ଘଟିଥିବା ବେଳେ ସେ ସୌଭାଗ୍ୟବସତଃ ବର୍ତ୍ତି ଯାଇଥିଲେ। ସେତେବେଳେ  ୱାଇଏସ ରାଜଶେଖର ରେଡ୍ଡି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଏହି ହତ୍ୟା ଉଦ୍ୟମ ପଛରେ ୱାଇଏସ ରାଜଶେଖରଙ୍କ ହାତ ରହିଥିଲା ବୋଲି ଚନ୍ଦ୍ରବାବୁ ଏବେ ଅଭିଯୋଗ ଆଣିଛନ୍ତି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story