ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ରାୟଗଡ଼ା: ହୀରଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ରେଳ ଧାରଣା ପାର୍ଶ୍ୱରେ ଓଲଟି ରହିଥିବା ଟ୍ରେନ୍‌ ବଗି ଉଠାଯିବା ବେଳେ ଏହି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ରାୟଗଡ଼ା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ଶନିବାର ରାତି ପ୍ରାୟ ୧୧ଟା ବେଳେ ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ  ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ […]

hirakhanda express

hirakhanda express

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 03:31 PM IST

Sports

Latest News

ରାୟଗଡ଼ା: ହୀରଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ରେଳ ଧାରଣା ପାର୍ଶ୍ୱରେ ଓଲଟି ରହିଥିବା ଟ୍ରେନ୍‌ ବଗି ଉଠାଯିବା ବେଳେ ଏହି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ରାୟଗଡ଼ା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ ଶନିବାର ରାତି ପ୍ରାୟ ୧୧ଟା ବେଳେ ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ  ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥିଲେ। ଆହତମାନଙ୍କୁ ରାୟଗଡ଼ା, ବିଶାଖାପାଟଣମ୍‌ ଓ ପାର୍ବତୀପୁରମ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ରାୟଗଡ଼ାଠାରୁ  ପ୍ରାୟ ୨୪ କିଲୋମିଟର ଦୂରରେ ଟ୍ରେନ୍ ଦୁର୍ଘଟଣାରେ ଶିକାର ହୋଇଥିଲା। ୨୨ଟି କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ର ୯ଟି କୋଚ୍‌ ଓ ଇଞ୍ଜିନ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଇଞ୍ଜିନ ସମେତ ଲଗେଜ ଭ୍ୟାନ୍‌, ୨ ସ୍ଲିପର, ୨ଟି ଜେନେରାଲ ବଗି, ଗୋଟିଏ ଥାର୍ଡ ଏସି ଏବଂ ଗୋଟିଏ ସେକେଣ୍ଡ ଏସି ଲାଇନଚ୍ୟୁତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story