ମାଲକାନଗିରି ଏନ୍‌କାଉଣ୍ଟର ପାଇଁ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୩୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଏ ଘଟଣାକୁ ବିରୋଧ କରିଛନ୍ତି ମାଓବାଦୀ। ଏ ନେଇ ଆଜି ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏହି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। ଏହି ଅଡିଓ ଟେପ୍‌ର ସେ ଅଭିଯୋଗ […]

mao

mao

Rakesh Mallick
  • Published: Friday, 28 October 2016
  • Updated: 28 October 2016, 12:41 PM IST

Sports

Latest News

ମାଲକାନଗିରି: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୩୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଏ ଘଟଣାକୁ ବିରୋଧ କରିଛନ୍ତି ମାଓବାଦୀ। ଏ ନେଇ ଆଜି ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରିଛନ୍ତି। ଏହି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି।

ଏହି ଅଡିଓ ଟେପ୍‌ର ସେ ଅଭିଯୋଗ କରିଛନ୍ତି ଯେ ମାଓ ନେତା ରାମକ୍ରିଷ୍ଣାଙ୍କ ପତ୍ତା ମିଳୁ ନାହିଁ। ତାଙ୍କୁ ପୋଲିସ୍ ନିଜ କବ୍‌ଜାରେ ରଖିଛି।

କୈଳାସ କହିଛନ୍ତି,“ଲାଲବାହିନୀ ଦୁର୍ବଳ ପଡ଼ି ନାହିଁ। ଆମ ସଂଗ୍ରାମ ଜାରି ରହିବ।”

ଖଣି ମାଫିଆ ଓ ଶିଳ୍ପପତିଙ୍କୁ ଫାଇଦା ଦେବା ପାଇଁ ଅପରେସନ୍ ଗ୍ରୀନ୍‌ହଣ୍ଟ୍ କରାଯାଉଛି ବୋଲି ସେ କହିଛନ୍ତି।

ଗତ ସୋମବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝି ବେଜିଙ୍ଗ୍ ଜଙ୍ଗଲରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍ ମିଳିତ ଅପରେସନ୍ କରି ୨୮ ଜଣ ମାଓବାଦୀଙ୍କୁ ମାରି ଥିଲେ। ସେହିଦିନଠାରୁ ଉକ୍ତ ଅଞ୍ଚଳରେ ପୋଲିସ୍‌ର ସର୍ଚ୍ଚ ଅପରେସନ୍ ଚାଲିଛି। ଗତକାଲି ପଣସପୁଟ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଆଉ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story