ଚକ୍ରାନ୍ତ: ଓଡ଼ିଆ ଲୋକଙ୍କୁ ଆନ୍ଧ୍ର ବାଣ୍ଟୁଛି ରାସନକାର୍ଡ଼

ଗଜପତି: ସୀମାବର୍ତ୍ତୀ ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଲୋଲୁପ ଆଖି ପଡ଼ିଛି। ଗଜପତି ଜିଲ୍ଲାର ଦୁଇ ରାଜସ୍ୱ ଗାଁ ଆଖଡ଼ା ଓ ଗୁଡ଼ିକୋଢ଼ା ଲୋକଙ୍କୁ ଆନ୍ଧ୍ର ସରକାର ରାସନ୍‌କାର୍ଡ଼ ଓ ସୋଲାର ଲାଇଟ ପ୍ରଦାନ କରୁଛନ୍ତି। ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଗଜପତି ଜିଲ୍ଲାପ୍ରଶାସନ ଆଜି ଗାଁରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଜଙ୍ଗଲ, ପାହାଡ଼ ଘେରା ଗାଁ ହେଉଛି ଆଖଡ଼ା। ଏହି ରାଜସ୍ୱ ଗାଁଟି ଗଜପତି […]

andhrapradesh

andhrapradesh

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:11 PM IST

Sports

Latest News

ଗଜପତି: ସୀମାବର୍ତ୍ତୀ ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଲୋଲୁପ ଆଖି ପଡ଼ିଛି। ଗଜପତି ଜିଲ୍ଲାର ଦୁଇ ରାଜସ୍ୱ ଗାଁ ଆଖଡ଼ା ଓ ଗୁଡ଼ିକୋଢ଼ା ଲୋକଙ୍କୁ ଆନ୍ଧ୍ର ସରକାର ରାସନ୍‌କାର୍ଡ଼ ଓ ସୋଲାର ଲାଇଟ ପ୍ରଦାନ କରୁଛନ୍ତି। ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଗଜପତି ଜିଲ୍ଲାପ୍ରଶାସନ ଆଜି ଗାଁରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ଜଙ୍ଗଲ, ପାହାଡ଼ ଘେରା ଗାଁ ହେଉଛି ଆଖଡ଼ା। ଏହି ରାଜସ୍ୱ ଗାଁଟି ଗଜପତି ଜିଲ୍ଲାରେ ଥିବା ବେଳେ ମ୍ୟାପରେ ଗଞ୍ଜାମ ଜିଲ୍ଲାରେ ରହିଛି। ହେଲେ ଏବେ ଏହି ଗାଁ ଉପରେ ଆନ୍ଧ୍ର ନଜର ପକାଇଛନ୍ତି। ଗାଁ ଲୋକଙ୍କୁ ରାସନ୍‌କାର୍ଡ଼ ଓ ଆଧାରକାର୍ଡ଼ ଯୋଗାଇଦେଇଛି। ଏହାଛଡ଼ା ଗାଁ ଲୋକଙ୍କୁ ବିଦ୍ୟୁତ ଯୋଗାଇଦେବା ପାଇଁ ସୋଲାର ଲାଇଟ୍‌ ପ୍ୟାନେଲ ବସାଇଛି। କେତେକ ଘରକୁ ତାର ଟାଣି ବିଦ୍ୟୁତ ସଂଯୋଗ ମଧ୍ୟ ଯୋଗାଇଦେଇଛି।

ଆଖଡ଼ା ଗାଁର ଜୟାମୁ ଶବର କହିଛନ୍ତି,“ଆନ୍ଧ୍ରରୁ କେବଳ ବିଦ୍ୟୁତ ମିଳୁଛି। ମାତ୍ର ଓଡ଼ିଶା ସରକାର ଆମକୁ ଚାଉଳ ଦେଉଛନ୍ତି। ସେଥିପାଇଁ ଆମେ ଓଡ଼ିଶାରେ ରହିବାକୁ ଚାହୁଁଛୁ।”

ଗୁଡ଼ିକୋଢ଼ା ଗାଁରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଆନ୍ଧ୍ର ସରକାର ନଳକୂପ ଖୋଳିଛନ୍ତି। ବିଦ୍ୟୁତ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ଏସବୁ ଜିଲ୍ଲା ପ୍ରଶାସନ ଦେଖି ନିରବଦ୍ରଷ୍ଟା ସାଜିଛି। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏପରିକି ସରକାରଙ୍କ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଉନି।

ଗୁଡ଼ିଖୁଡି ଗାଁର ଦୟାନିଧି ଶବର କହିଛନ୍ତି,“ଆମ ଗାଁ ଓଡ଼ିଶାରେ ରହିଛି। ଆମେ ମଧ୍ୟ ଓଡ଼ିଶାରେ ରହିବାକୁ ଚାହୁଛୁ। ମାତ୍ର ଆନ୍ଧ୍ର ସରକାର ଏହି ଗାଁକୁ ବିଜୁଳି ଯୋଗାଇଛି।”

ଏନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ପରଖିଛି। ଗଜପତି ଉପଜିଲ୍ଲାପାଳ ଅନାମ ଚରଣ ପାତ୍ର  କହିଛନ୍ତି ଆଖଡ଼ା ଓ ଗୁଡ଼ିକୋଢ଼ାକୁ ଓଡ଼ିଶା ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story