ଅନୁଗୋଳରେ ମାଓବାଦୀ-ପୋଲିସ ଗୁଳି ବିନିମୟ, ବୈପାରୀଗୁଡାରେ ପୋଡିଦେଲେ ଟେଲିଫୋନ ଟାୱାର

ଅନୁଗୋଳ/ଜୟପୁର: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଅଞ୍ଚଳରେ ରବିବାର ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। କିଛିଦିନ ପୂର୍ବରୁ ପୁରୁଣାକୋଟ ଅଞ୍ଚଳରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲୁଥିବା ନେଇ ସୂଚନା ମିଳିଥିଲା। ଏହାର ଯାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ଆଜି କମ୍ବିଂ କରାଯାଇଥିଲା। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେହିପରି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ କାଠପଡ଼ାଠାରେ ଏକ ଟେଲିଫୋନ୍ […]

jaypur

jaypur

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 03:15 PM IST

Sports

Latest News

ଅନୁଗୋଳ/ଜୟପୁର: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଅଞ୍ଚଳରେ ରବିବାର ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। କିଛିଦିନ ପୂର୍ବରୁ ପୁରୁଣାକୋଟ ଅଞ୍ଚଳରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲୁଥିବା ନେଇ ସୂଚନା ମିଳିଥିଲା। ଏହାର ଯାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ଆଜି କମ୍ବିଂ କରାଯାଇଥିଲା। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସେହିପରି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ କାଠପଡ଼ାଠାରେ ଏକ ଟେଲିଫୋନ୍ ଟାୱାର ପୋଡାଯାଇଛି। ଏଥିରେ ଟାୱାର ସ୍ଥାପନ କରିଥିବାରୁ ସମ୍ପୃକ୍ତ ଘରୋଇ ନେଟୱାର୍କ ପ୍ରଦାନକାରୀ କମ୍ପାନୀକୁ ବିରୋଧ କରି ଏପରି କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡି ଯାଇଛନ୍ତି। ୨୫ରୁ ୩୦ଜଣ ମାଓବାଦୀ ଆସି ନିକଟରେ ଥିବା ପାଳଗଦାକୁ ଟାୱାର ନିକଟରେ କୁଢ଼ କରି ନିଆଁ ଲଗାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story