ରାଗରେ ଢ଼ଗ ବୋଲିଲେ ଦାମ: କହିଲେ- ତମେ ଯାହା ପାଇଁ ନସର ପସର, ଆମେ ସେହିକଥା ଜାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ଓଡ଼ିଆ ସହିଦ୍‌ ହେଉଛନ୍ତି ଜୟୀ ରାଜଗୁରୁ। ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଟ୍ୱିଟ୍‌ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ଏହାକୁ ମାନିବାକୁ ନାରାଜ ବିଜେଡିର ତୁଣ୍ଡ କୁହାଯାଉଥିବା ବରିଷ୍ଠମନ୍ତ୍ରୀ ଦାମୋଦର ରାଉତ। ଏନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରାଗିଯାଇଥିଲେ ଦାମ। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ କହିଥିଲେ- ତମେ ଯାହା ପାଇଁ ନସରପସର, ଆମେ ସେହିକଥା ଜାଣି। ଦାମ କହିଛନ୍ତି-“କିଛି […]

damaraut

damaraut

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 05:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ଓଡ଼ିଆ ସହିଦ୍‌ ହେଉଛନ୍ତି ଜୟୀ ରାଜଗୁରୁ। ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଟ୍ୱିଟ୍‌ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ଏହାକୁ ମାନିବାକୁ ନାରାଜ ବିଜେଡିର ତୁଣ୍ଡ କୁହାଯାଉଥିବା ବରିଷ୍ଠମନ୍ତ୍ରୀ ଦାମୋଦର ରାଉତ। ଏନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରାଗିଯାଇଥିଲେ ଦାମ। ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ କହିଥିଲେ- ତମେ ଯାହା ପାଇଁ ନସରପସର, ଆମେ ସେହିକଥା ଜାଣି।

ଦାମ କହିଛନ୍ତି-“କିଛି ଦିନ ତଳେ ଓଡ଼ିଶାରୁ ଜଣେ କେନ୍ଦ୍ରମନ୍ତ୍ରୀ କହିଥିଲେ ଜୟୀ ରାଜଗୁରୁ ଜଣେ ପ୍ରକ୍ଷାତ ସ୍ୱାଧୀନତା ସଂଗ୍ରାମୀ। ଯଦି ଜୟୀ ରାଜଗୁରୁ ପ୍ରକ୍ଷାତ ସ୍ୱାଧୀନତା ସଂଗ୍ରାମୀ, ତାହାହେଲେ ସେମାନେ ୧୮୦୪ ପରିବର୍ତ୍ତେ ୧୮୧୭ରୁ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କଲେ କିପରି ?”

ସେ କହିଛନ୍ତି-“୧୮୦୩ ମସିହାରେ ମୋଗଲବନ୍ଦୀ ଥିଲା। ଏହା ଅଧୀନରେ ପୁରୀ, କଟକ ଓ ବାଲେଶ୍ୱର ଥିଲା। ୧୬୦୩ରେ ଇଷ୍ଟଇଣ୍ଡିଆ କମ୍ପାନୀ କଲିକତାକୁ ରାଜଧାନୀ କଲା। ହୁଗୁଳି ନଈକୁ ଖୋଳି ବନ୍ଦର କରିଥିଲେ। କଲିକତାରୁ ବାଲେଶ୍ୱର ଡାକେ ବାଟ। ହେଲେ ସେମାନେ ସେଠାକୁ କଣ ପାଇଁ ଆସିପାରିଲେ ନାହିଁ। ଏଥିପାଇଁ ୨୦୦ ବର୍ଷ କଣ ପାଇଁ ଅପେକ୍ଷା କରିବାକୁ ପଡ଼ିଲା? ୧୮୦୪ ମସିହାରୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ବୋଲି ଯେଉଁମାନେ ଦାବି କରୁଛନ୍ତି, ଆଗରୁ ସେମାନେ କହିଁକି ମୁହଁ ଖୋଲୁନଥିଲେ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story