ଅନୁଗୋଳ ଜିଲ୍ଲା ଧୋକୁଟାରୁ କଂଗ୍ରେସର ଜାଗରଣ ଯାତ୍ରା ଆରମ୍ଭ; ଦିଲ୍ଲୀରେ ରାହୁଲଙ୍କ ଭେଟିଲେ ୪ ବିଧାୟକ

ଅନୁଗୋଳ: ବିଜେଡିର ଜନସଂପର୍କ ଯାତ୍ରା, ବିଜେପିର ସତ୍ୟାଗ୍ରହ ପରେ ଏବେ କଂଗ୍ରେସର ପାଳି। ରାଜ୍ୟ ସରକାରଙ୍କ ବିଫଳତା କଥା ଲୋକଙ୍କୁ କହିବା ପାଇଁ ଦଳ ଆରମ୍ଭ କରିଛି ଜାଗରଣ ଯାତ୍ରା। ଦଳ ଆଜିଠାରୁ ଆରମ୍ଭ କରିଛି ଜାଗରଣ ଯାତ୍ରା। ଅନୁଗୋଳ ଜିଲ୍ଲା ଧୋକୁଟାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଲୁଲୁ ମହାପାତ୍ର, ଶ୍ରୀକାନ୍ତ ଜେନା, […]

congress

congress

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 05:40 PM IST

Sports

Latest News

congressଅନୁଗୋଳ: ବିଜେଡିର ଜନସଂପର୍କ ଯାତ୍ରା, ବିଜେପିର ସତ୍ୟାଗ୍ରହ ପରେ ଏବେ କଂଗ୍ରେସର ପାଳି। ରାଜ୍ୟ ସରକାରଙ୍କ ବିଫଳତା କଥା ଲୋକଙ୍କୁ କହିବା ପାଇଁ ଦଳ ଆରମ୍ଭ କରିଛି ଜାଗରଣ ଯାତ୍ରା। ଦଳ ଆଜିଠାରୁ ଆରମ୍ଭ କରିଛି ଜାଗରଣ ଯାତ୍ରା। ଅନୁଗୋଳ ଜିଲ୍ଲା ଧୋକୁଟାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଲୁଲୁ ମହାପାତ୍ର, ଶ୍ରୀକାନ୍ତ ଜେନା, ଜୟଦେବ ଜେନା ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମେତ ଦଳର ଅଧିକାଂଶ ନେତା ଏଥିରେ ସାମିଲ ହୋଇଥିଲେ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳୀୟ ନେତା। ସେହିପରି ଦୁର୍ନୀତି ଓ ବିଫଳତା କଥା ଉଠାଇ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ବହୁ ସଂଖ୍ୟାରେ ଲୋକ ଆଜିର ଜାଗରଣ ଯାତ୍ରାରେ ସାମିଲ ହୋଇଥିଲା। ଲୋକଙ୍କୁ ଜାଗରଣ କରିବାରେ ଦଳ ସଫଳ ହୋଇଛି। ଓଡ଼ିଶା ଦାୟିତ୍ୱରେ ଥିବା ଦଳୀୟ ପ୍ରଭାରୀ ବି.କେ ହରିପ୍ରସାଦ କହିଛନ୍ତି ଯେ ରାଜ୍ୟର ବିଜେଡି ସରକାର ଅସମ୍ବେଦନଶୀଳ। ବିଜେପି ଓ ବିଜେଡି ହାତ ମିଳାଇଛନ୍ତି।

କଂଗ୍ରେସର ଜାଗରଣ ଯାତ୍ରାକୁ କଂଗ୍ରେସର ଦଳୀୟ ବ୍ୟାପାର ବୋଲି କହିଛି ବିଜେଡି। ତେବେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, ବିଳମ୍ବରେ ହେଉ ପଛେ କଂଗ୍ରେସର ଚାଷୀଙ୍କ କଥା ମନେ ପଡିଲା। ରାଜ୍ୟରେ କଂଗ୍ରେସ ସରକାର ଥିବେ ବେଳେ ଶହ ଶହ ଚାଷୀ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ କଂଗ୍ରେସ ଦଳ ତାର ଆଚରଣରେ ପରିବର୍ତ୍ତନ କରୁ । ଦଳ ଯାହା ଅଭିଯୋଗ ଆଣୁଛି ତାହାର ପ୍ରମାଣ ଦେଉ ବୋଲି ସେ କହିଛନ୍ତି।

ଗୋଟିଏ ପଟେ କଂଗ୍ରେସ ଜାଗରଣ ଯାତ୍ରା ଚାଲିଥିବା ବେଳ, ୪ ଦଳୀୟ ବିଧାୟକ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ନେଇ ଚର୍ଚ୍ଚା। ଏହି ବିଧାୟକମାନେ ହେଲେ ନବ ଦାସ, ସୁବଳ ସାହୁ, ଅଂଶୁମାନ୍ ମହାନ୍ତି ଓ ଯୋଗେଶ ସିଂହ। ସେମାନେ ରାହୁଲଙ୍କୁ ଭେଟି ରାଜ୍ୟ ସଂଗଠନ ସଂପର୍କରେ ଆଲୋଚନା କରିଥିବା ବିଧାୟକ ଯୋଗେଶ ସିଂ କହିଛନ୍ତି। କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳକୁ ଫେରାଇ ଆଣିବା ଓ ନିରଞ୍ଜନ ପଟ୍ଟନାୟକଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ନେଇ ସେ ରାହୁଲଙ୍କୁ ପ୍ରସ୍ତାବ ଦେଇଥିବା ଯୋଗେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story