ଅନୁଗୋଳ ହଣ୍ଡପାରେ ମାଓବାଦୀ-ପୋଲିସ ଗୁଳି ବିନିମୟ

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିୟମ ହୋଇଛି। ହଣ୍ଡପା ଥାନା ନାକଚିର ଉଡାଲ୍‌ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି। ଅନୁଗୁଳୁ ଏସ.ପି. ରାଜେଶ୍ ପଣ୍ଡିତଙ୍କ ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା ପୋଲିସ ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ସମ୍ବଲପୁର-ଦେବଗଡ-ସୁନ୍ଦରଗଡ ଡିଭିଜନର ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ତେବେ ଗୁଳି ବିନିମୟରେ କେହି ମୃତହତ ହୋଇଥିବାର ସୂଚନା ମିଳି ନାହିଁ ବୋଲି […]

maoist-

maoist-

Rakesh Mallick
  • Published: Monday, 15 February 2016
  • Updated: 15 February 2016, 05:44 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିୟମ ହୋଇଛି। ହଣ୍ଡପା ଥାନା ନାକଚିର ଉଡାଲ୍‌ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି। ଅନୁଗୁଳୁ ଏସ.ପି. ରାଜେଶ୍ ପଣ୍ଡିତଙ୍କ ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା ପୋଲିସ ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ସମ୍ବଲପୁର-ଦେବଗଡ-ସୁନ୍ଦରଗଡ ଡିଭିଜନର ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ତେବେ ଗୁଳି ବିନିମୟରେ କେହି ମୃତହତ ହୋଇଥିବାର ସୂଚନା ମିଳି ନାହିଁ ବୋଲି ଏସ୍‌.ପି କହିଛନ୍ତି। ହଣ୍ଡପା ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story