ଆସନ୍ତାକାଲିଠାରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବଦେନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତଦୁଇ ନାମଲେଖା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବଦେନ ପ୍ରକ୍ରିୟା। ଏଥିପାଇଁ dheodisha.gov.in ୱେବସାଇଟ୍‌ରେ ଆବେଦନ କରିହେବ। ଛାତ୍ରଛାତ୍ରୀମାନେ ଚାହିଁଲେ ଅଫଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ। ଜଣେ ପିଲା ସର୍ବାଧିକ ୧୦ଟି କଲେଜ ପାଇଁ ଆବେଦନ କରିପାରିବେ। ନାମଲେଖା ସଂପର୍କିତ ସୂଚନା ଓ ସହାୟତା ପାଇଁ ସାରା ରାଜ୍ୟରେ ପ୍ରମୁଖ କଲେଜଗୁଡିକରେ ସାମସ୍ ରିସୋର୍ସ ସେଣ୍ଟର ଖୋଲାଯାଇଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଜୁନ୍ ୭।  ଜୁନ୍ ୧୩ରେ ପ୍ରଥମ ପର୍ଯ୍ୟାୟ କଟ […]

admission

admission

Rakesh Mallick
  • Published: Sunday, 21 May 2017
  • Updated: 22 May 2017, 07:22 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ ନାମଲେଖା ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବଦେନ ପ୍ରକ୍ରିୟା। ଏଥିପାଇଁ dheodisha.gov.in ୱେବସାଇଟ୍‌ରେ ଆବେଦନ କରିହେବ। ଛାତ୍ରଛାତ୍ରୀମାନେ ଚାହିଁଲେ ଅଫଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ। ଜଣେ ପିଲା ସର୍ବାଧିକ ୧୦ଟି କଲେଜ ପାଇଁ ଆବେଦନ କରିପାରିବେ।

ନାମଲେଖା ସଂପର୍କିତ ସୂଚନା ଓ ସହାୟତା ପାଇଁ ସାରା ରାଜ୍ୟରେ ପ୍ରମୁଖ କଲେଜଗୁଡିକରେ ସାମସ୍ ରିସୋର୍ସ ସେଣ୍ଟର ଖୋଲାଯାଇଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଜୁନ୍ ୭।  ଜୁନ୍ ୧୩ରେ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ତାଲିକା ପ୍ରକାଶ ପାଇବ। ଜୁନ୍ ୧୬ରୁ ୧୯ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos