ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ; ଯୋଗଦେବେ ମୋଦି

ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସଫଳତା ପରେ ଏବେ ବିଜେପି ଟାର୍ଗେଟରେ ଓଡ଼ିଶା। ଏଥିପାଇଁ ଏପ୍ରିଲ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବିଜେପି କରିବ ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ହେବିୱେଟ୍‌ ନେତାମାନେ ଯୋଗ ଦେବେ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

narendra-modi

narendra-modi

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 09:15 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସଫଳତା ପରେ ଏବେ ବିଜେପି ଟାର୍ଗେଟରେ ଓଡ଼ିଶା। ଏଥିପାଇଁ ଏପ୍ରିଲ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବିଜେପି କରିବ ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ହେବିୱେଟ୍‌ ନେତାମାନେ ଯୋଗ ଦେବେ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ରାଜ୍ୟରେ ସଂଗଠନକୁ ମଜଭୁତ କରିବା ଓ କେନ୍ଦ୍ରୀୟ ଯୋଜନା ଗାଁ ଗାଁରେ ପହଞ୍ଚାଇବା ଏହି କାର୍ଯ୍ୟକାରିଣୀରେ ଫୋକସ୍‌ରେ ରହିବ। ଏହାସହ ଗୁଜରାଟ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଆଲୋଚନା କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୯ ଓଡ଼ିଶା ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ପରେ ଅମିତ ଶାହା ଗସ୍ତରେ ଆସି ବୁଥ ସ୍ତରରେ ଦଳର ମାଇକ୍ରୋ ମ୍ୟାନେଜମେଣ୍ଟର ମନ୍ତ୍ର ଦେବେ।

ଧର୍ମେନ୍ଦ୍ର କହିଛନ୍ତି,“ବିଜେପି କାର୍ଯ୍ୟକାରିଣୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂହ, ସୁଷମା ସ୍ୱରାଜ, ଭେଙ୍କିଆ ନାଇଡୁ, ଅରୁଣ ଜେଟ୍‌ଲିଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ।”

ଭୁବନେଶ୍ୱରରେ ହେବାକୁ ଥିବା କାର୍ଯ୍ୟକାରିଣୀର ପ୍ରସ୍ତୁତି ନେଇ ଆସନ୍ତାକାଲି ବସୁଛି ବୈଠକ। ଏଥିରେ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଯୋଗଦେବେ ରାଜ୍ୟର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବେ।

ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପିର ସଫଳତାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ମଧ୍ୟରେ ଛନକା ଖେଳିଯାଇଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ସବୁ ଦଳ ଚାହାନ୍ତି ନିଜ ଦଳର ସଂଗଠନ ମଜଭୁତ ହେଉ। ସେମାନେ ନିର୍ବାଚନରେ ବିଜୟୀ ହୁଅନ୍ତୁ। ସେଥିପାଇଁ ସେମାନେ କାର୍ଯ୍ୟକ୍ରମ ଠିକ କରିବେ। ତେଣୁ ସେ ଦଳ ଆସିଲେ କ୍ଷତି କ’ଣ। ସବୁ ଦଳ ଏପରି କାର୍ଯ୍ୟକ୍ରମ ଠିକ କରିବା ଦରକାର।”

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଏହା ତାଙ୍କ ଦଳର କଥା। ସେମାନେ ସ୍ଥିର କରିଛନ୍ତି ଓଡ଼ିଶାରେ ଜାତୀୟ କାର୍ଯ୍ୟକାରିଣୀ କରିବେ। ଏଥିରେ ଆମର କିଛି କହିବାର ନାହିଁ। ଆମ ପାଇଁ କିଛି ସମସ୍ୟା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story