ଏପ୍ରିଲ ୩୦ପର୍ଯ୍ୟନ୍ତ ବଢ଼ିଲା ରାଜ୍ୟରେ ଖରିଫ ଧାନ କିଣା ଅବଧି

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଥିଲା। କେନ୍ଦ୍ରର ଅନୁମତି କ୍ରମେ ଏହି ଅବଧି ଏପ୍ରିଲ୩୦ ପର୍ଯ୍ୟନ୍ତ  ବର୍ଦ୍ଧିତ ହୋଇଛି। ଯୋଗାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ନଭେମ୍ବର ୨୯ ତାରିଖରେ ବରଗଡ଼ ଜିଲ୍ଲାରୁ ଖରିଫ ଧାନ ସଂଗ୍ରହ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଆମର ୩୦ଟି ଜିଲ୍ଲାରୁ୨୯ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଚାଲୁ ରହିଛି। କେବଳ କନ୍ଧମାଳ ଜିଲ୍ଲାରେ ବାକି ରହିଛି। […]

bbsr,,,

bbsr,,,

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 05:13 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଥିଲା। କେନ୍ଦ୍ରର ଅନୁମତି କ୍ରମେ ଏହି ଅବଧି ଏପ୍ରିଲ୩୦ ପର୍ଯ୍ୟନ୍ତ  ବର୍ଦ୍ଧିତ ହୋଇଛି। ଯୋଗାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ନଭେମ୍ବର ୨୯ ତାରିଖରେ ବରଗଡ଼ ଜିଲ୍ଲାରୁ ଖରିଫ ଧାନ ସଂଗ୍ରହ ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଆମର ୩୦ଟି ଜିଲ୍ଲାରୁ୨୯ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଚାଲୁ ରହିଛି। କେବଳ କନ୍ଧମାଳ ଜିଲ୍ଲାରେ ବାକି ରହିଛି। ଯାହା ଆସନ୍ତା ସପ୍ତାହ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଯିବ।”

ସେ ଆହୁରି କହିଛନ୍ତି,“ସମଗ୍ର ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୭ଲକ୍ଷ୪୫ ହଜାର ମେଟ୍ରିକ ଟନ୍‌ରୁ ଉର୍ଦ୍ଧ୍ୱ ଖରିଫ ଧାନ ସଂଗ୍ରହ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୨୫୬୨ କୋଟି ଟଙ୍କା। ୨୫୬୨କୋଟି ଟଙ୍କାରୁ ଚାଷୀମାନଙ୍କ ଆକାଉଣ୍ଟକୁ ୨୦୧୨ କୋଟି ଟଙ୍କା ପ୍ରେରଣ  କରାଯାଇଛି। ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଜମା ଖାତାକୁ ଟଙ୍କା ହସ୍ତାନ୍ତର କରାଯାଉଛି।”

ପୃଷ୍ଟି କହିଛନ୍ତି,“ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ କରାଯାଇଛି। ବିଗତ ବର୍ଷ ଅପେକ୍ଷା  ଏହା ୫ପ୍ରତିଶତ ଅଧିକ ରହିଛି। ଗତବର୍ଷ ୧୬ ଲକ୍ଷ ୬୩ ହଜାର ଧାନ ସଂଗ୍ରହ କରାଯାଇଥିଲା।  ଚଳିତ ବର୍ଷ ଯେଉଁ ଧାନ ସଂଗ୍ରହ କରାଯାଇଥିଲା ସେଥିରୁ ୧୧ଲକ୍ଷ ୮୭ ହଜାର ମେଟ୍ରିକ ଟନ୍‌ ଚାଉଳ ଆମେ ପାଇବୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ୪୬ ହଜାର ୪୯୦ ମେଟ୍ରିକ ଟନ୍‌ ଆମେ ଚାଉଳ ପାଇ ସାରିଲେଣି। ଗତବର୍ଷ ଚାଉଳ ସଂଗ୍ରହ ହାର ୧୧ ପ୍ରତିଶତ ରହିଥିବା ବେଳେ ଚଳିତବର୍ଷ ୨୧ ପ୍ରତିଶତ ରହିଛି। ରାଜ୍ୟ ସରକାର ଚାଉଳ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛନ୍ତି। ମିଲରମାନେ ଧାନ ନେଇ ପ୍ରତି ମାସ  ଚାଉଳ ରାଜ୍ୟ ସରକାରଙ୍କୁ ଫେରସ୍ତ କରୁଛନ୍ତି। ଏଥିପାଇଁ  ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story