ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାରେ ଉତ୍ସବମୁଖର ପୁରପଲ୍ଲୀ

ଢେଙ୍କାନାଳ/କେନ୍ଦ୍ରପଡ଼ା/ଅନୁଗୋଳ: ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ଗତକାଲି ମଧ୍ୟ ରାତିରେ ମା’ଙ୍କୁ ଆବାହନ କରାଯାଇଛି। ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ସହରର ୩୮ଟି ମଣ୍ଡପରେ ମା’ ଧନଦାତ୍ରୀ ପୂଜା ପାଉଛନ୍ତି। ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ଓ ମେଢ଼ଗୁଡିକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି। ମନଲୋଭା ତୋରଣ ଓ ଆକର୍ଷଣୀୟ ଆଲୋକ ମାଳାରେ ସାରା ସହର ଝଲସି ଉଠିଛି। କଲେଜ ବାଇପାସଠାରୁ ଆରମ୍ଭ କରି […]

laxmi puja

laxmi puja

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 03:04 AM IST

Sports

Latest News

ଢେଙ୍କାନାଳ/କେନ୍ଦ୍ରପଡ଼ା/ଅନୁଗୋଳ: ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ଗତକାଲି ମଧ୍ୟ ରାତିରେ ମା’ଙ୍କୁ ଆବାହନ କରାଯାଇଛି। ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ସହରର ୩୮ଟି ମଣ୍ଡପରେ ମା’ ଧନଦାତ୍ରୀ ପୂଜା ପାଉଛନ୍ତି। ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ଓ ମେଢ଼ଗୁଡିକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି। ମନଲୋଭା ତୋରଣ ଓ ଆକର୍ଷଣୀୟ ଆଲୋକ ମାଳାରେ ସାରା ସହର ଝଲସି ଉଠିଛି। କଲେଜ ବାଇପାସଠାରୁ ଆରମ୍ଭ କରି କୋରିଆ ବାଇପାସ୍ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ରଙ୍ଗ ବେରଙ୍ଗର ଆଲୋକରେ ସଜ୍ଜା ଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଥମ ଥର ଲାଗି ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲାଗିଛି।
ସେହିପରି ମା’ ଲକ୍ଷ୍ମୀଙ୍କ ଆରାଧନାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡ଼ା ସହର। ଏଠାରେ ୭୦ରୁ ଅଧିକ ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ମନୋରମ ଢ଼ଙ୍ଗରେ ସଜାଯାଇଛି। ସୁନ୍ଦର ତୋରଣ ସାଙ୍ଗକୁ ଆକର୍ଷଣ ଆଲୋକ ସଜ୍ଜା ଆଖି ଝଲସାଇ ଦେଉଛି । ଦୁହୁରିଆରୁ ଇଛାପୁର ଯାଏ ୯ କିଲୋମିଟର ରାସ୍ତାକୁ ରଙ୍ଗବେରଙ୍ଗର ଆଲୋକରେ ସଜ୍ଜିତ କରାଯାଇଛି। ଶୃଙ୍ଖଳା ରକ୍ଷା ଓ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଶିଳ୍ପନଗରୀ ଅନୁଗୋଳରେ ଲକ୍ଷ୍ମୀ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନୁଗୋଳର ୩୦ଟି ମଣ୍ଡପକୁ ମିଶାଇ, ବଅଁରପାଳ ଓ ନାଲକୋର ୭୦ରୁ ଅଧିକ ମଣ୍ଡପରେ ମା’ ପୂଜା ପାଉଛନ୍ତି। ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story