ଆସନ୍ତାକାଲି ପ୍ରକାଶ ପାଇବ ବର୍ଦ୍ଧିତ ଟୋଲ୍‌ ଫି’ ଆଦାୟ ସ୍ଥଗିତ ବିଜ୍ଞପ୍ତି

ଭୁବନେଶ୍ୱର: ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ବିଜ୍ଞପ୍ତି ବିଧିବଦ୍ଧ ଭାବେ ଆସନ୍ତାକାଲି ରାଜ୍ୟ ସରକାର ପ୍ରକାଶ କରିବେ। ଏହାସହ ରାଜ୍ୟରେ ଥିବା ୫ଟି ବେଆଇନ ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ। ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରିସାରିଥିବାରୁ ଏବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ପାଣିକୋଇଲି ଓ […]

tool-gate

tool-gate

Rakesh Mallick
  • Published: Sunday, 05 June 2016
  • Updated: 06 June 2016, 08:11 AM IST

Sports

Latest News

tool-gateଭୁବନେଶ୍ୱର: ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ବିଜ୍ଞପ୍ତି ବିଧିବଦ୍ଧ ଭାବେ ଆସନ୍ତାକାଲି ରାଜ୍ୟ ସରକାର ପ୍ରକାଶ କରିବେ। ଏହାସହ ରାଜ୍ୟରେ ଥିବା ୫ଟି ବେଆଇନ ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେବେ। ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରିସାରିଥିବାରୁ ଏବେ ରିପୋର୍ଟରେ କ’ଣ ଉଲ୍ଲେଖ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ପାଣିକୋଇଲି ଓ ବାରାଗୁଡାଠାରେ ଥିବା ଟୋଲ୍‌ଗେଟ୍‌ ବେଆଇନ ଭାବେ ସ୍ଥାପନ କରାଯାଇଛି। ଏହା ଏନ୍‌ଏଚ୍‌ଏଆଇ ଗାଇଡଲାଇନ ଭିତରେ ଆସୁନାହିଁ। ଦୀଘ୍ରଦିନ ହେବ ଏସବୁ ଟୋଲ୍‌ଗେଟ୍‌ ସ୍ଥାନାନ୍ତର କରିବାକୁ ଘରୋଇ ବସ୍‌ ମାଲିକ ସଂଘ ଦାବି କରାଯାଉଛି। ଟୋଲ୍‌ ଫି’ ବୃଦ୍ଧି କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜ୍ଞପ୍ତି ରଦ୍ଧ କରିବା ଓ ବେଆଇନ ଟୋଲ୍‌ଗେଟ୍‌ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଥିଲା। ଏହାପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନଏଚଏଆଇ ଅଧ୍ୟକ୍ଷ ଯୋଗଦେଇ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ବେଆଇନ ଟୋଲ୍‌ଗେଟ୍‌ ସ୍ଥାନାନ୍ତର ନେଇ ପୂର୍ବରୁ କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଚିଠି ଲେଖିଛନ୍ତି। ଶ୍ରୀରାମପୁର ଟୋଲ୍‌ଗେଟ୍‌ ମାର୍ଶଘାଇ ନିକଟରୁ, ମଙ୍ଗୁଳି ଟୋଲ୍‌ଗେଟ୍‌ ଟାଙ୍ଗି ବାହାରକୁ, ପାଣିକୋଇଲି ଟୋଲଗେଟ୍‌ ବାରିକପୁର ଓ ଭଦ୍ରକ ମଧ୍ୟବର୍ତ୍ତି ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “୨୦୧୨ ମେ’ ଓ ଅଗଷ୍ଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଏହି ୫ଟି ଗେଟ୍‌ ବେଆଇନ ଭାବେ ସ୍ଥାପନ ହୋଇଥିବା ଜଣାଇଥିଲେ। ଶ୍ରୀରାମପୁରରେ ଥିବା ଟୋଲ୍‌ଗେଟ୍‌କୁ ସ୍ଥାନାନ୍ତର କରିବକୁ ୨୦୧୦ରୁ ନିଷ୍ପତ୍ତି ହୋଇସାରିଛି। ହେଲେ ଏହାକୁ ସ୍ଥାନାନ୍ତର କରାଯାଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story