ପଞ୍ଚାୟତ ନିର୍ବାଚନ: ଆଜି ପୁଣି ଓଡ଼ିଶା ଆସିବେ ରମଣ ସିଂହ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପ୍ରଚାର ପାଇଁ ଆଜି ପୁଣି ଥରେ ଓଡ଼ିଶା ଆସୁଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ। ସେ ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। କାଲି ଦିନ ସାଢେ ୧୧ଟାରେ ଆସି ସୁନ୍ଦରଗଡ଼ର ନୂଆଗାଁରେ ପହଞ୍ଚିବେ ରମଣ। ଏହାପରେ ସାଡେ ୧୨ଟାରେ ଲାଠିକଟାରେ ନିର୍ବାଚନୀ ସଭାରେ ଯୋଗଦେବେ। ଲାଠିକଟା ସଭା ପରେ ନୂଆପଡ଼ା ଜିଲ୍ଲା ପରକୋଡରେ ରମଣଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ରମଣଙ୍କ ଗସ୍ତକୁ […]

raman

raman

Rakesh Mallick
  • Published: Friday, 10 February 2017
  • Updated: 11 February 2017, 07:48 AM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପ୍ରଚାର ପାଇଁ ଆଜି ପୁଣି ଥରେ ଓଡ଼ିଶା ଆସୁଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂହ। ସେ ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

କାଲି ଦିନ ସାଢେ ୧୧ଟାରେ ଆସି ସୁନ୍ଦରଗଡ଼ର ନୂଆଗାଁରେ ପହଞ୍ଚିବେ ରମଣ। ଏହାପରେ ସାଡେ ୧୨ଟାରେ ଲାଠିକଟାରେ ନିର୍ବାଚନୀ ସଭାରେ ଯୋଗଦେବେ। ଲାଠିକଟା ସଭା ପରେ ନୂଆପଡ଼ା ଜିଲ୍ଲା ପରକୋଡରେ ରମଣଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି।

ରମଣଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story