ଆଜି ଏସିଆନ୍ ଆଥଲେଟିକସ ଚାମ୍ପିୟନସିପର ଉଦଘାଟନ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟନ ହେବ ୨୨ତମ ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାମ୍ପିୟନସିପ୍ ଉଦଘାଟନ କରିବେ। ପ୍ରାୟ ୨ଘଣ୍ଟା ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ଝଲକ୍ ଦେଖିବାକୁ ମିଳିବ। ଏହି ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ଅସୁସ୍ଥତା ଯୋଗୁଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବିଜୟ ଗୋୟଲ ଆସିବେନି ବୋଲି ସୂଚନା […]

asian

asian

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 11:25 AM IST

Sports

Latest News

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟନ ହେବ ୨୨ତମ ଏସିଆନ୍ ଆଥଲେଟିକସ ଚାମ୍ପିୟନସିପ୍। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାମ୍ପିୟନସିପ୍ ଉଦଘାଟନ କରିବେ। ପ୍ରାୟ ୨ଘଣ୍ଟା ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ଝଲକ୍ ଦେଖିବାକୁ ମିଳିବ। ଏହି ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ଅସୁସ୍ଥତା ଯୋଗୁଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବିଜୟ ଗୋୟଲ ଆସିବେନି ବୋଲି ସୂଚନା ମିଳିଛି।

୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଚାମ୍ପିୟନସିପରେ ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଉଭୟ ପୁରୁଷ ଓ ମହିଳା ଆଥଲେଟ୍ ୨୧ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଆଜି ଉଦଘାଟନୀ ଉତ୍ସବରେ ପ୍ରଥମେ ଆଥଲେଟଙ୍କ ମାର୍ଚ୍ଚପାଷ୍ଟ ହେବ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ବଲିଉଡ୍ ସିଙ୍ଗର ଶଙ୍କର ମହାଦେବନ୍, ଥାଇଲ୍ୟାଣ୍ଡର ଥାଉଜେଣ୍ଡ ହ୍ୟାଣ୍ଡସ ଡ୍ୟାନସ୍ ଗ୍ରୁପ ସମେତ ଅନ୍ୟ ଗ୍ରୁପ୍ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ। ଉଦଘାଟନୀ ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଏଥିସହିତ ଚିତାକର୍ଷକ ଆତସବାଜି ଓ ଲେଜର ଶୋ’ କାର୍ଯ୍ୟକ୍ରମ ମଧ୍ୟ ରହିଛି।  ଆଇଏଏଏଫର ସଭାପତି ସେବାଷ୍ଟିନ କୋଏ ଚାମ୍ପିୟନସିପ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବୁଲି ଦେଖିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି।

https://www.youtube.com/watch?v=ER1BWJEUaDE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story