ଓଃ କି ବିଭତ୍ସ! ହତ୍ୟା ପରେ କଟା ମୁଣ୍ଡ ଧରି ଛୁ

ଆସିକା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମରାଡ଼ି ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସନାତନ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୁଣ୍ଡ କାଟି ନେଇ ଯାଇଛନ୍ତି। ଏବେ ମଧ୍ୟ ବିଲରେ ମୁଣ୍ଡବିହୀନ ଶରୀର ପଡ଼ିରହିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ଅନୁମାନ କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର […]

aska murder today

aska murder today

Rakesh Mallick
  • Published: Friday, 23 June 2017
  • Updated: 23 June 2017, 09:53 PM IST

Sports

Latest News

ଆସିକା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମରାଡ଼ି ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସନାତନ ନାୟକ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୁଣ୍ଡ କାଟି ନେଇ ଯାଇଛନ୍ତି। ଏବେ ମଧ୍ୟ ବିଲରେ ମୁଣ୍ଡବିହୀନ ଶରୀର ପଡ଼ିରହିଛି।

ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ଅନୁମାନ କରାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story