ଆସନ୍ତାକାଲିଠୁ ବଢ଼ିପାରେ ବର୍ଷା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଗତକାଲି ଲଘୁଚାପ ଉତ୍ତର […]

rain

rain

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 03:31 PM IST

Sports

Latest News

rain fallଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଗତକାଲି ଲଘୁଚାପ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର ଆଖପାଖ ଦକ୍ଷିଣ ଛିତିଶଗଡ଼ ଓ ତେଲେଙ୍ଗା ପାଖରେ ରହିଥିଲା। ଆଜି ତେଲେଙ୍ଗା ଓ ବିଦର୍ଭ ପାଖରେ ରହିଛି। ସେହି ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଘୂର୍ଣ୍ଣିବଳୟ ୭.୬ କିଲୋମିଟର ପର୍ଯ୍ୟନ୍ତ ରହିଛି।”

ସେ କହିଛନ୍ତି,“ଓଡ଼ିଶାରେ ଘୂର୍ଣ୍ଣିବଳୟ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ରହୁଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଜଳୀୟ ବାଷ୍ପ ତଳ ଭାଗକୁ ଆସୁଛି। ଫଳରେ ସମୟ ସମୟରେ ଖରା ହେବା ସହ କିଛି ଘଣ୍ଟା ପରେ ବର୍ଷା ହେଉଛି। ଏହି ଘୂର୍ଣ୍ଣିବଳୟ ଆସନ୍ତାକାଲି ଦକ୍ଷିଣ ଛତିଶଗଡ଼ ଓ ଓଡ଼ିଶା ସୀମାକୁ ଆସି ଲଘୁଚାପର ରୂପ ନେଇ ପାରେ। ଯାହାଫଳରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରବାହରେ ୨୮ରୁ ୨୯ ତାରିଖ ଯାଏଁ ବର୍ଷା ଲାଗି ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story