ସମ୍ବଲପୁରରେ ଆସାମ ସଂସ୍କୃତି ମନ୍ତ୍ରୀ: ଆଜି ଲକ୍ଷ୍ମୀନାଥ ବେଜବାରୁଆଙ୍କ ଘର ପରିଦର୍ଶନ କରିବେ

ସମ୍ୱଲପୁର: ଅହମୀୟା ସାହିତ୍ୟର ଯୁଗସ୍ରଷ୍ଟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବାରୁଆଙ୍କ ସମ୍ବଲପୁରରେ ଥିବା ଘର ଆଜି ପରିଦର୍ଶନ କରିବେ ଆସାମ ସଂସ୍କୃତି ମନ୍ତ୍ରୀ ନବକୁମାର ଡୋଲେଙ୍କ ସହ ୪ଜଣିଆ ଟିମ୍। ଏହି ଟିମ୍‌ ଗତକାଲି ସମ୍ୱଲପୁରରେ ଆସି ପହଞ୍ଚିଛନ୍ତି। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶ ଦାତା ହୃଷିକେଷ ଗୋସ୍ୱାମୀଙ୍କ ସହ ଅନ୍ୟ ଦୁଇଜଣ ଅଛନ୍ତି। ସମ୍ବଲପୁରରେ ରାସ୍ତା  ସମ୍ପ୍ରସାରଣ ପାଇଁ ବେଜବରୁଆଙ୍କ ୨ଟି ଘରକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା […]

assam minister

assam minister

Rakesh Mallick
  • Published: Monday, 30 October 2017
  • Updated: 30 October 2017, 08:18 AM IST

Sports

Latest News

ସମ୍ୱଲପୁର: ଅହମୀୟା ସାହିତ୍ୟର ଯୁଗସ୍ରଷ୍ଟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବାରୁଆଙ୍କ ସମ୍ବଲପୁରରେ ଥିବା ଘର ଆଜି ପରିଦର୍ଶନ କରିବେ ଆସାମ ସଂସ୍କୃତି ମନ୍ତ୍ରୀ ନବକୁମାର ଡୋଲେଙ୍କ ସହ ୪ଜଣିଆ ଟିମ୍। ଏହି ଟିମ୍‌ ଗତକାଲି ସମ୍ୱଲପୁରରେ ଆସି ପହଞ୍ଚିଛନ୍ତି। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶ ଦାତା ହୃଷିକେଷ ଗୋସ୍ୱାମୀଙ୍କ ସହ ଅନ୍ୟ ଦୁଇଜଣ ଅଛନ୍ତି।

ସମ୍ବଲପୁରରେ ରାସ୍ତା  ସମ୍ପ୍ରସାରଣ ପାଇଁ ବେଜବରୁଆଙ୍କ ୨ଟି ଘରକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାକୁ ନେଇ ଆସାମରେ ଜୋରଦାର ପ୍ରତିକ୍ରିୟା ଦେଖା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଚିଠି ଲେଖି ଏହାକୁ ନ ଭାଙ୍ଗିବା ଲାଗି ଅନୁରୋଧ କରିଥିଲେ। ପରେ ଘର ନ ଭାଙ୍ଗିବା ପାଇଁ ଜିଲ୍ଲା  ପ୍ରଶାସନ ନିଷ୍ପତ୍ତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story