ଭୁବନେଶ୍ୱର: ବିଧାନସଭାରେ ଥମୁନି ଚାଷୀ ଆତ୍ମହତ୍ୟା ଝଡ଼। ଆଜି ବି ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିପାରନ୍ତି ବିରୋଧୀ।
ଗତକାଲି ମଧ୍ୟ କଂଗ୍ରେସ ସଦସ୍ୟ ଗୃହରେ ହୋହଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମୁଲତବୀ ନୋଟିସ୍ ଗ୍ରହଣ ନ ହେବାରୁ ହୋହାଲ୍ଲା ସହ ତୁମ୍ବି ତୋଫାନ କରିଥିଲେ ବିରୋଧୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।