ଅଧାରୁ ବନ୍ଦ ହେଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ଅଧାରୁ ବନ୍ଦ ହେଲା ବିଧାନସଭାର ଶୀତ ଅଧିବେଶନ। ଡିସେମ୍ୱର ପହିଲାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ୨୬ ତାରିଖରେ ସରିବା କଥା। କିନ୍ତୁ ବିଜନେସ୍ ନଥିବା ଦର୍ଶାଇ ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦିଆଯାଇଛି। ତେବେ ଶେଷ ଦିନରେ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ଆଲୋଚନା ହୋଇ ବିରୋଧୀ ଦଳର ଅନୁପସ୍ଥିତରେ  ଏକ ସଂକଳ୍ପ ପାରିତ ହୋଇଛି। ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା, ପାର୍ଲାମେଣ୍ଟ ପରିସରରେ […]

assembly-session

assembly-session

Rakesh Mallick
  • Published: Wednesday, 16 December 2015
  • Updated: 16 December 2015, 02:06 PM IST

Sports

Latest News

ଭୁବନେଶ୍ୱର: ଅଧାରୁ ବନ୍ଦ ହେଲା ବିଧାନସଭାର ଶୀତ ଅଧିବେଶନ। ଡିସେମ୍ୱର ପହିଲାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ୨୬ ତାରିଖରେ ସରିବା କଥା। କିନ୍ତୁ ବିଜନେସ୍ ନଥିବା ଦର୍ଶାଇ ଧାର୍ଯ୍ୟ ସମୟର ୧୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦିଆଯାଇଛି। ତେବେ ଶେଷ ଦିନରେ ବିଜୁ ପଟ୍ଟନାୟକଙ୍କ ସଂପର୍କରେ ଆଲୋଚନା ହୋଇ ବିରୋଧୀ ଦଳର ଅନୁପସ୍ଥିତରେ  ଏକ ସଂକଳ୍ପ ପାରିତ ହୋଇଛି। ବିଜୁ ବାବୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା, ପାର୍ଲାମେଣ୍ଟ ପରିସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ କେନ୍ଦ୍ର ସରକାର ବିଜୁ ବାବୁଙ୍କ ଶତବାର୍ଷିକୀ ପାଳନ କରିବାକୁ ସଂକଳ୍ପ ପାରିତ ହୋଇଛି। ଶେଷ ଦିନରେ ଓଡ଼ିଶା  ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲ୍- ୨୦୧୫ ମଧ୍ୟ ପାରିତ ହୋଇଛି। ବିଧାୟକ ନବ ଦାସ ପ୍ରସଙ୍ଗରେ ବିରୋଧ ଦଳଗୁଡ଼ିକ ଗତକାଲି ଭଳି ଆଜି ବି ଗୃହ ବର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story