ଏଟି ଲିଙ୍କ୍‌: ୫ ଜଣଙ୍କୁ ମିଳିଲା ଜାମିନ୍

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଲିଙ୍କ୍ ମାମଲାରେ ଆଜି ହାଇକୋର୍ଟରୁ ୫ ଜଣଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେମାନେ ହେଲେ ଟିଭି ଚ୍ୟାନେଲ ମାଲିକ ମନୋଜ ଦାସ, ଖବର କାଗଜ ମାଲିକ ବିକାଶ ସ୍ୱାଇଁ, ବ୍ୟବସାୟୀ ବିନୀତ ଲଲାନୀ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ଦୁଇ ଅଧିକାରୀ  ମନୋଜ ପଟ୍ଟନାୟକ ଓ ସମ୍ବିତ ଖୁଣ୍ଟିଆ। ୫ କୋଟି ଟଙ୍କାର ଜମାରାଶି ଓ ଲକ୍ଷେ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାର ବଳରେ ବ୍ୟବସାୟୀ ବିନୀତଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ଏଟି ଲିଙ୍କ୍ […]

manoj

manoj

Rakesh Mallick
  • Published: Friday, 11 November 2016
  • Updated: 11 November 2016, 06:46 PM IST

Sports

Latest News

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଲିଙ୍କ୍ ମାମଲାରେ ଆଜି ହାଇକୋର୍ଟରୁ ୫ ଜଣଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେମାନେ ହେଲେ ଟିଭି ଚ୍ୟାନେଲ ମାଲିକ ମନୋଜ ଦାସ, ଖବର କାଗଜ ମାଲିକ ବିକାଶ ସ୍ୱାଇଁ, ବ୍ୟବସାୟୀ ବିନୀତ ଲଲାନୀ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ଦୁଇ ଅଧିକାରୀ  ମନୋଜ ପଟ୍ଟନାୟକ ଓ ସମ୍ବିତ ଖୁଣ୍ଟିଆ।

୫ କୋଟି ଟଙ୍କାର ଜମାରାଶି ଓ ଲକ୍ଷେ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାର ବଳରେ ବ୍ୟବସାୟୀ ବିନୀତଙ୍କୁ କୋର୍ଟ ଜାମିନ ଦେଇଛନ୍ତି।

ଏଟି ଲିଙ୍କ୍ ମାମଲାରେ ସେମାନେ ଗିରଫ ହୋଇ ଦୁଇ ବର୍ଷରୁ ଅଧିକ ସମୟ ହେଲା ଜେଲରେ ଅଛନ୍ତି। ଇତି ମଧ୍ୟରେ ସିବିଆଇ ତଦନ୍ତ ଯଥେଷ୍ଟ ଆଗେଇଛି। ତେଣୁ ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ଅଧିକ ଦିନ ଜେଲ୍‌ରେ ରଖିବାର ଆବଶ୍ୟକତା ନାହିଁ ବୋଲି ସେମାନଙ୍କ ଓକିଲମାନେ ଯୁକ୍ତି ବାଢ଼ିଥିଲେ।

ତେବେ ଏହି ଅଭିଯୁକ୍ତମାନଙ୍କୁ ଜାମିନ ଦିଆଯିବା କଥାକୁ ଗ୍ରହଣ କରିପାରିନାହାନ୍ତି କ୍ଷତିଗ୍ରସ୍ତ ଜମାକାରୀ। ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହି ୫ ଜଣଙ୍କୁ ମିଶାଇ ଏଯାଏଁ ୧୩ ଜଣଙ୍କୁ ଜାମିନ ମିଳିସାରିଛି। ପୂର୍ବରୁ ବିଧାୟକ ପ୍ରଭାତ ତ୍ରିପାଠୀ, ବ୍ୟବସାୟୀ ସାଗର ରାୟ, ପୂର୍ବତନ ଏଜି ଅଶୋକ ମହାନ୍ତି, ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡା, ପୋଲିସ୍ ଅଧିକାରୀ ପ୍ରମୋଦ ପଣ୍ଡା, ରଞ୍ଜନ ଦାସ ଓ ମଡେଲ ପ୍ରୀତି ଭାଟିଆଙ୍କ ସମେତ ୮ ଜଣଙ୍କୁ କୋର୍ଟ ଜାମିନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story