ଆତଙ୍କବାଦୀ ସାମସୁଲ ଗିରଫ: ହୀରାଖଣ୍ଡ ଦୁର୍ଘଟଣା ନେଇ ଜେରା କରୁଛି ଏନ୍‌ଆଇଏ

ନୂଆଦିଲ୍ଲୀ/ଭୁବନେଶ୍ୱର: କାନପୁର ଓ ବିହାର ଟ୍ରେନ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତ ଆତଙ୍କବାଦୀ ସାମସୁଲ ହୋଦାକୁ ଗିରଫ କରାଯାଇଛି। ଦୁବାଇରୁ ସାମସୁଲକୁ ଗିରଫ କରାଯିବା ପରେ କାଠମାଣ୍ଡୁ ଅଣାଯାଇଛି। ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ସାମସୁଲର ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ଏନ୍‌ଆଇଏ କାଠମାଣ୍ଡୁରେ ପହଞ୍ଚି ସାମସୁଲକୁ ଜେରା କରିବା ଆରମ୍ଭ କରିଛି। ଅନ୍ୟପକ୍ଷରେ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ ବୋଲି ସନ୍ଦେହ ଦୃଢ ହେବାରେ ଲାଗିଛି। […]

hirakhanda express

hirakhanda express

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 11:17 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: କାନପୁର ଓ ବିହାର ଟ୍ରେନ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତ ଆତଙ୍କବାଦୀ ସାମସୁଲ ହୋଦାକୁ ଗିରଫ କରାଯାଇଛି। ଦୁବାଇରୁ ସାମସୁଲକୁ ଗିରଫ କରାଯିବା ପରେ କାଠମାଣ୍ଡୁ ଅଣାଯାଇଛି। ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ଘଟଣାରେ ସାମସୁଲର ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ଏନ୍‌ଆଇଏ କାଠମାଣ୍ଡୁରେ ପହଞ୍ଚି ସାମସୁଲକୁ ଜେରା କରିବା ଆରମ୍ଭ କରିଛି।

ଅନ୍ୟପକ୍ଷରେ ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା ମନୁଷ୍ୟକୃତ ବୋଲି ସନ୍ଦେହ ଦୃଢ ହେବାରେ ଲାଗିଛି। ଏନ୍‌ଆଇଏ ମାଓବାଦୀଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଜାନୁଆରୀ ୨୧ ତାରିଖ ରାତିରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ରାୟଗଡ଼ାଠାରୁ  ପ୍ରାୟ ୨୪ କିଲୋମିଟର ଦୂର ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ  ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣରୁ ଅଧିକ ଆହତ ହୋଇଥିଲେ। ୨୨ଟି କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ର ୯ଟି କୋଚ୍‌ ଓ ଇଞ୍ଜିନ୍‌ ଦୁର୍ଘଟଣା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା।

ଗତ ନଭେମ୍ବର ୨୦ରେ କାନପୁର ଟ୍ରେନ୍‌ ବିସ୍ଫୋରଣରେ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅକ୍ଟୋବର ପହିଲାରେ ବିହାରର ଘୋରାସାହାଣାରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା।

ଆସନ୍ତାକାଲି ସାମସୁଲକୁ ଦିଲ୍ଲୀ ଅଣାଯିବ। ତା’ଠାରୁ ଦୁର୍ଘଟଣା ସମ୍ପର୍କରେ ବହୁ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story