ଭିଜିଲାନ୍ସ ଜାଲରେ ଆଠଗଡ଼ ଡିଏଫ୍ଓ: ୫.୫୩ କୋଟି ଟଙ୍କାର ସମ୍ପତି ଜବତ, ଡି’ବ୍ରଦର୍ସ ଲିଙ୍କ୍ ସୂଚନା

କଟକ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ ଡିଏଫଓ ସୁଧାଂଶୁ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ତାଙ୍କର ଆଠଗଡ଼ ବାସଭବନ ସମେତ ମୋଟ ୧୦ଟି ସ୍ଥାନରେ ଏହି ଚଢ଼ାଉ ହୋଇଛି। ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। ଚଢାଉ ବେଳେ ୫ କୋଟି ୫୩ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ କରାଯାଇଛି। କଟକ ସ୍ଥିତ […]

attgrah- raid-and-dfo-sudhanshu-mishra

attgrah- raid-and-dfo-sudhanshu-mishra

Rakesh Mallick
  • Published: Wednesday, 24 February 2016
  • Updated: 25 February 2016, 10:51 AM IST

Sports

Latest News

କଟକ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ଆଠଗଡ଼ ଡିଏଫଓ ସୁଧାଂଶୁ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ତାଙ୍କର ଆଠଗଡ଼ ବାସଭବନ ସମେତ ମୋଟ ୧୦ଟି ସ୍ଥାନରେ ଏହି ଚଢ଼ାଉ ହୋଇଛି। ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। ଚଢାଉ ବେଳେ ୫ କୋଟି ୫୩ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ କରାଯାଇଛି। କଟକ ସ୍ଥିତ ତାଙ୍କ ବାସଭବନରୁ ୬୩ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ମୋଟ ୯୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ୨ କୋଟି ୬୧ ଲକ୍ଷ ଟଙ୍କାର ବଣ୍ଡ, ୫୦୦ ଗ୍ରାମ ସୁନା ଜବତ କରାଯାଇଛି। ଭୁବନେଶ୍ୱରରେ ତାଙ୍କର ଏକ ଦୁଇ ମହଲା କୋଠା ସହିତ ଏକ ଫ୍ଲାଟ୍, ଭବାନୀପାଟଣାରେ ଏକ ଦୁଇ ମହଲା ଘର, କଟକ ସମେତ ବିଭିନ୍ନ ସହରରେ ତାଙ୍କର ଘର ଠାବ କରାଯାଇଛି।

ଅନ୍ୟପକ୍ଷରେ ସୁଧାଂଶୁଙ୍କର ଡି’ବ୍ରଦର୍ସ ଭ୍ରାତାଙ୍କ ସହିତ ସଂପର୍କ ଥିବା ସୂରାକ୍ ମିଳିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା। ସେ କହିଛନ୍ତି ଯେ ଡି’ ବ୍ରଦର୍ସଙ୍କ ସହିତ ସୁଧାଂଶୁଙ୍କର ଲିଙ୍କ୍ ଥିବା ନେଇ କିଛି ସୂରାକ୍ ମିଳିଛି। ଏନେଇ ଖୋଳତାଡ଼ ଜାରି ରହିଛି। ଦରକାର ହେଲେ ତାଙ୍କୁ ଗିରଫ କରାଯିବ।

ଆଜି ଭୋରରୁ ଭିଜିଲାନ୍ସର ୧୦ଟି ଟିମ୍ ଏକକାଳୀନ ଏହି ଚଢ଼ଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story