ଆଠମଲ୍ଲିକ ଦୁର୍ଘଟଣା: ବସ୍‌ ମାଲିକଙ୍କୁ ଗିରଫ ପ୍ରତିବାଦରେ ଆଜି ଅନୁଗୋଳରେ ବସ୍‌ ଚଳାଚଳ ବନ୍ଦ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ମାଣିତ୍ରୀ ପୋଲ ଉପରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ମାମଲାରେ ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ଅନୁଗୋଳରେ ବସ୍‌ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରହିଛି। ବସ୍‌ର ସମସ୍ତ କାଗଜପତ୍ର ଠିକ୍‌ ଥାଇ ମଧ୍ୟ କାହିଁକି ମାଲିକଙ୍କୁ ଗିରଫ କରାଗଲା ବୋଲି ସଂଘ ପ୍ରଶ୍ନ କରିଛି। ବସ୍‌ ମାଲିକଙ୍କୁ ତୁରନ୍ତ ଖଲାସ କରା ନ ଗଲେ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ […]

angual

angual

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 11:15 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ମାଣିତ୍ରୀ ପୋଲ ଉପରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ମାମଲାରେ ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ଅନୁଗୋଳରେ ବସ୍‌ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ରହିଛି। ବସ୍‌ର ସମସ୍ତ କାଗଜପତ୍ର ଠିକ୍‌ ଥାଇ ମଧ୍ୟ କାହିଁକି ମାଲିକଙ୍କୁ ଗିରଫ କରାଗଲା ବୋଲି ସଂଘ ପ୍ରଶ୍ନ କରିଛି।

ବସ୍‌ ମାଲିକଙ୍କୁ ତୁରନ୍ତ ଖଲାସ କରା ନ ଗଲେ ରାଜ୍ୟସ୍ତରରେ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story