ଏଟିଏମ୍‌ ମେସିନ୍‌ କାଟି ନେଇଗଲେ

ସୋର(ଓଡ଼ିଶା ରିପୋର୍ଟର): ବଡ଼ଦିନରେ ବଡ଼ ଧରଣର ଲୁଟ୍‌ ହୋଇଛି। ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟି ହୋଇଛି। ଏପରି ଲୁଟ୍‌ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଛି। ମାତ୍ର କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ି ନାହିଁ। ଆଜି ବଡ଼ଦିନ ଥିବାରୁ ବାହାନଗା ମେଡ଼ିକାଲ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରେ ଗତକାଲି ଟଙ୍କା ଭର୍ତ୍ତି ହୋଇଥିଲା। ମାତ୍ର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ୍‌ ମେସିନ୍‌ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଆଜି ସକାଳେ ଏଟିଏମ୍‌ […]

atm-loot-from-soro

atm-loot-from-soro

Rakesh Mallick
  • Published: Monday, 25 December 2017
  • Updated: 25 December 2017, 08:42 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ବଡ଼ଦିନରେ ବଡ଼ ଧରଣର ଲୁଟ୍‌ ହୋଇଛି। ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟି ହୋଇଛି। ଏପରି ଲୁଟ୍‌ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଛି। ମାତ୍ର କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ି ନାହିଁ।

ଆଜି ବଡ଼ଦିନ ଥିବାରୁ ବାହାନଗା ମେଡ଼ିକାଲ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରେ ଗତକାଲି ଟଙ୍କା ଭର୍ତ୍ତି ହୋଇଥିଲା। ମାତ୍ର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ୍‌ ମେସିନ୍‌ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଆଜି ସକାଳେ ଏଟିଏମ୍‌ ମସିକ ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକେ ସୋର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story