ରାଉରକେଲା: ଅଟୋ ଓଲଟି ୩ ଛାତ୍ର ଆହତ, ଡ୍ରାଇଭର ଗିରଫ

ରାଉରକେଲା: ରାଉରକେଲାର ସେକ୍ଟର-୫ ସ୍ଥିତ ପାନ୍ଥନିବାସ ନିକଟରେ ଆଜି ଏକ ଅଟୋ ଓଲଟି ପଡ଼ିବାରୁ ତିନି ଜଣ ସ୍କୁଲ୍ ଛାତ୍ର ଆହତ ହୋଇଛନ୍ତି। ଅଟୋରେ ୯ ଜଣ ଛାତ୍ରଛାତ୍ରୀ ବସିଥିଲେ। ସମସ୍ତେ ପ୍ରାୟ ଆହତ ହୋଇଥିବା ବେଳେ ଏହି ତିନି ଜଣ ଟିକେ ଅଧିକ ଆହତ ହୋଇଛନ୍ତି। ଏହି ତିନି ଛାତ୍ରଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦୁଇ ଜଣଙ୍କୁ ଛାଡ଼ି ଦିଆଯାଇଛି। ଅନ୍ୟ ଜଣଙ୍କୁ ରାଉରକେଲା ଇସ୍ପାତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ […]

roulkela school

roulkela school

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 05:45 PM IST

Sports

Latest News

roulkela schoolରାଉରକେଲା: ରାଉରକେଲାର ସେକ୍ଟର-୫ ସ୍ଥିତ ପାନ୍ଥନିବାସ ନିକଟରେ ଆଜି ଏକ ଅଟୋ ଓଲଟି ପଡ଼ିବାରୁ ତିନି ଜଣ ସ୍କୁଲ୍ ଛାତ୍ର ଆହତ ହୋଇଛନ୍ତି। ଅଟୋରେ ୯ ଜଣ ଛାତ୍ରଛାତ୍ରୀ ବସିଥିଲେ। ସମସ୍ତେ ପ୍ରାୟ ଆହତ ହୋଇଥିବା ବେଳେ ଏହି ତିନି ଜଣ ଟିକେ ଅଧିକ ଆହତ ହୋଇଛନ୍ତି। ଏହି ତିନି ଛାତ୍ରଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦୁଇ ଜଣଙ୍କୁ ଛାଡ଼ି ଦିଆଯାଇଛି। ଅନ୍ୟ ଜଣଙ୍କୁ ରାଉରକେଲା ଇସ୍ପାତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁଯାୟୀ ଅଟୋଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡ୍ରାଇଭର ମଦ ପିଇଥିଲେ। ଅଟୋରେ ବସିଥିବା ଜଣେ ଛାତ୍ର ମଧ୍ୟ ଗାଡ଼ି ଧୀରେ ଚଳାଇବା ପାଇଁ ଡ୍ରାଇଭରଙ୍କୁ କହିଥିଲେ। ତେବେ ସେ ଶୁଣି ନଥିଲେ। ପୋଲିସ୍ ଡ୍ରାଇଭର ନବ କିଶୋର ବେହେରାକୁ ଗିରଫ କରିବା ସହିତ ଅଟୋଟିକୁ ଜବତ କରିଛି। ତାର ଡାକ୍ତରୀମାଇନା ମଧ୍ୟ କରାଯାଇଛି।

ଆହତ ଛାତ୍ରମାନେ ସେଣ୍ଟ୍ରାଲ ସ୍କୁଲର। ସେମାନେ ସ୍କୁଲରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଢେଙ୍କାନାଳର ହିନ୍ଦୋଳ ନିକଟସ୍ଥ ସାତମାଇଲଠାରେ ଏକ ମିନି ବସ୍ ଓ ସ୍କୁଲ୍ ଛୁଆଙ୍କୁ ନେଇ ଯାଉଥିବା ଅଟୋ ମଧ୍ୟରେ ଧକ୍କା ହେବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅଟୋ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story