ନନ୍ଦନକାନନରେ ବାହୁବଲୀ: କୁନିବାଘକୁ କିଏ ଦେଲା ନାଁ...ପଢନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର: ନନ୍ଦନକାନନ ପାଇଁ ଖୁସିର ଦିନ। ବାଘୁଣୀ ବିଜୟା, ମେଘା ଓ ସ୍ନେହା ଜନ୍ମ ଦେଇଥିବା ୭ ଛୁଆଙ୍କ ନାମକରଣ ଆଜି କରାଯାଇଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆର ନାଁ ‘ବାହୁବଲୀ’ ରଖାଯାଇଛି। ଆଜି ବାଘୁଣୀଙ୍କ ଛୁଆଙ୍କ ନାମ କରଣ କରାଯାଉଥିଲା। ଏଥିପାଇଁ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ମତାମତ ନିଆଯାଉଥିଲା। ୫୨ ପ୍ରତିଶତରୁ ଅଧିକ ପର୍ଯ୍ୟଟକ ବାହୁବଲୀ ନାମ ସୁପାରିଶ କରିଥିଲେ। ପର୍ଯ୍ୟଟକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ ବାଘ ଛୁଆର ନାଁ ବାହୁବଲୀ […]

tijer

tijer

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 06:08 PM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ପାଇଁ ଖୁସିର ଦିନ। ବାଘୁଣୀ ବିଜୟା, ମେଘା ଓ ସ୍ନେହା ଜନ୍ମ ଦେଇଥିବା ୭ ଛୁଆଙ୍କ ନାମକରଣ ଆଜି କରାଯାଇଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆର ନାଁ ‘ବାହୁବଲୀ’ ରଖାଯାଇଛି।

ଆଜି ବାଘୁଣୀଙ୍କ ଛୁଆଙ୍କ ନାମ କରଣ କରାଯାଉଥିଲା। ଏଥିପାଇଁ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କଠାରୁ ମତାମତ ନିଆଯାଉଥିଲା। ୫୨ ପ୍ରତିଶତରୁ ଅଧିକ ପର୍ଯ୍ୟଟକ ବାହୁବଲୀ ନାମ ସୁପାରିଶ କରିଥିଲେ। ପର୍ଯ୍ୟଟକଙ୍କ ପ୍ରସ୍ତାବକୁ ସମ୍ମାନ ଜଣାଇ ନନ୍ଦନକାନନ କର୍ତ୍ତୃପକ୍ଷ ଗୋଟିଏ ବାଘ ଛୁଆର ନାଁ ବାହୁବଲୀ ରଖିଛନ୍ତି। ଅନ୍ୟ ବାଘ ଛୁଆଙ୍କ ନାଁ ହେଲା କୁନ୍ଦନ, ସାହିଲ, ଆଦ୍ୟାଶା, ଚିନୁ, ଭିକି ଓ ମୌସୁମୀ। ଏବେ ବିଜୟା ଓ ମେଘାଙ୍କ ପିଲାଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ନେହାର ଛୁଆଙ୍କୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଏନ୍‌କ୍ଲୋଜରକୁ ଛଡ଼ାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story