ବଦଳିବେ ମନ୍ତ୍ରୀ ! ନବୀନଙ୍କ ଗ୍ରୀନସିଗନାଲ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରୀନସିଗନାଲ ଦେଇଛନ୍ତି। ଆଜି ଦିଲ୍ଲୀ ଗସ୍ତ ପୂର୍ବରୁ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି,“ଆମେ ସେ ସମ୍ପର୍କରେ ଦେଖିବୁ।” ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ନବୀନ ତାଙ୍କ ରଣନୀତିରେ ପରିବର୍ତ୍ତନ କରିଛନ୍ତି। କଥାକଥିତ ବଡ଼ମୁଣ୍ଡିଆଙ୍କୁ ଛାଡି ତୃଣମୂଳ ସ୍ତରର ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି। ଏଥିପାଇଁ ନବୀନ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଡାକି ଅଞ୍ଚଳର ସମସ୍ୟା ଆଲୋଚନା […]

naveen

naveen

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 05:34 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରୀନସିଗନାଲ ଦେଇଛନ୍ତି। ଆଜି ଦିଲ୍ଲୀ ଗସ୍ତ ପୂର୍ବରୁ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି,“ଆମେ ସେ ସମ୍ପର୍କରେ ଦେଖିବୁ।”

ପଞ୍ଚାୟତ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ନବୀନ ତାଙ୍କ ରଣନୀତିରେ ପରିବର୍ତ୍ତନ କରିଛନ୍ତି। କଥାକଥିତ ବଡ଼ମୁଣ୍ଡିଆଙ୍କୁ ଛାଡି ତୃଣମୂଳ ସ୍ତରର ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛନ୍ତି। ଏଥିପାଇଁ ନବୀନ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଡାକି ଅଞ୍ଚଳର ସମସ୍ୟା ଆଲୋଚନା କରୁଛନ୍ତି। ଖାଲି ସେତିକି ନୁହେଁ, ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ କିଛି ଟ୍ୟାକ୍ସ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି। ଏହାସହ ଲୋକଙ୍କ ସହ ମିଶି କାମ କରିବାକୁ କହୁଛନ୍ତି।

ପଞ୍ଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସାଂଗଠନିକ ଓ ସରକାରରେ ଅଦଳବଦଳ ନେଇ ସଙ୍କେତ ଦେଇଥିଲେ।

ସୂଚନାଯୋଗ୍ୟ, ନବୀନ ପ୍ରତି ୨ ବର୍ଷରେ ଥରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥାନ୍ତି। ହେଲେ ୨୦୧୪ ପରଠାରୁ ଆଉ ଅଦଳ ବଦଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story