ପୁଣି ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜିମ୍‌ରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କିଲୋମିଟର ପିଛା ୫୭ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ […]

BUS

BUS

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 04:20 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜିମ୍‌ରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି।

ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କିଲୋମିଟର ପିଛା ୫୭ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୫୮ ପଇସାକୁ ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଦର ୬୦ ପଇସା ଥିଲା। ଏବେ ଏହା ବଢ଼ି ୬୧ ପଇସା ହୋଇଛି।

ଡିଲକ୍ସ ବସ୍‌ରେ କି.ମି ପିଛା ଭଡ଼ା ପୂର୍ବରୁ ୭୮ ପଇସା ରହିଥିବା ବେଳେ ଏବେ ଏହା ୮୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏସି ଡିଲକ୍ସ ବସ୍‌ରେ କି.ମି ପିଛା ଭଡ଼ା ୯୯ ପଇସାରୁ ୧ଟଙ୍କା ୧ ପଇସାକୁ ବୃଦ୍ଧି କରାଯାଇଛି।

ଗତ ମାର୍ଚ୍ଚ ୧୯ରେ ରାଜ୍ୟ ସରକାର ବସ୍‌ଭଡ଼ା ବୃଦ୍ଧି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story