ମୋତେ ଦଣ୍ଡିତ କରି ଦଳ ଲାଭାନ୍ୱିତ ହେଉଥିଲେ ମୁଁ ଖୁସି ହେବି: ବୈଜୟନ୍ତ

ଭୁବନେଶ୍ୱର: “ମୁଁ ୨୦ ବର୍ଷ ହେଲା ବିଜୁ ଜନତା ଦଳରେ ଅଛି। ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ଦଳର ଉନ୍ନତି ପାଇଁ କାମ କରୁଛି। ମୋତେ ଦଣ୍ଡିତ କରି ଦଳ ଲାଭାନ୍ୱିତ ହେଉଥିଲେ ମୁଁ ଖୁସି ହେବି।” ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଯିବା ପରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି। ଏକ ଜାତୀୟ ନ୍ୟୁଜ୍ ଏଜେନ୍ସୀକୁ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। ବୈଜୟନ୍ତ କହିଛନ୍ତି,“ଦଳରେ କିଏ କେଉଁ ପଦବୀରେ ରହିବ […]

baijayant

baijayant

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 04:55 PM IST

ଭୁବନେଶ୍ୱର: “ମୁଁ ୨୦ ବର୍ଷ ହେଲା ବିଜୁ ଜନତା ଦଳରେ ଅଛି। ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ଦଳର ଉନ୍ନତି ପାଇଁ କାମ କରୁଛି। ମୋତେ ଦଣ୍ଡିତ କରି ଦଳ ଲାଭାନ୍ୱିତ ହେଉଥିଲେ ମୁଁ ଖୁସି ହେବି।” ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଯିବା ପରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହା କହିଛନ୍ତି। ଏକ ଜାତୀୟ ନ୍ୟୁଜ୍ ଏଜେନ୍ସୀକୁ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ବୈଜୟନ୍ତ କହିଛନ୍ତି,“ଦଳରେ କିଏ କେଉଁ ପଦବୀରେ ରହିବ ତାହା ସଭାପତିଙ୍କ ପ୍ରେରୋଗେଟିଭ୍।”

ସେ ଆହୁରି କହିଛନ୍ତି,“ମୁଁ ଚାହୁଁଛି ପାର୍ଟି ପୁଣି ମଜଭୁତ ହେଉ। ବର୍ଷେ ଦୁଇ ବର୍ଷ ହେଲା ଯାହା ଅସୁବିଧା ହେଉଛି ସେ ନେଇ ଦଳର ନେତା ପଦକ୍ଷେପ ନିଅନ୍ତୁ।”

ଏ ପ୍ରସଙ୍ଗରେ ମତ ରଖି ବିଜେଡି ମୁଖପାତ୍ର ତଥା ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମୁଖପାତ୍ର ଭାବେ ଦଳର କଥା ନ କହି ସେ ଅନ୍ୟ କଥା କହିଲେ। ତାଙ୍କ ଲେଖା ଓ ମନ୍ତବ୍ୟକୁ ନେଇ ବହୁ ଚର୍ଚ୍ଚା ହେଲା। ଏଥିପାଇଁ ତାଙ୍କୁ ହଟାଗଲା ବୋଲି ମୁଁ ଅନୁଭବ କରୁଛି।”

ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ବୈଜୟନ୍ତଙ୍କ ଲେଖା ଓ ବକ୍ତବ୍ୟକୁ ନେଇ ଅନେକ ଚର୍ଚ୍ଚା ହେଲା। ଚର୍ଚ୍ଚାରୁ ମନେ ହେଲା ତାହା ଦଳ ପ୍ରତି ଶୁଭଙ୍କର ନୁହେଁ। ତେଣୁ ତାଙ୍କୁ ପରିବର୍ତ୍ତନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story