ବୈଜୟନ୍ତଙ୍କ ସ୍ତମ୍ଭକୁ ନେଇ ବିଜେଡିରେ କମ୍ପନ

ଭୁବନେଶ୍ୱର: ଦକ୍ଷ ନୂଆ ନେତୃତ୍ୱ ଯୋଗୁଁ କେତେକ ରାଜନୈତିକ ଦଳ ଏବେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଯଦି ବିଜେଡି ପ୍ରତିଷ୍ଠାତା ଏ ଦିଗ ପ୍ରତି ଜରୁରୀକାଳୀନ ଭିତ୍ତିରେ ଗୁରୁତ୍ୱ ନ ଦେବେ ତେବେ ଆଗାମୀ ଦିନରେ ବିଜେଡି ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେବେ ନିଶ୍ଚିତ ବୋଲି ଆଜି ଦୈନିକ ସମାଜରେ ବୈଜୟନ୍ତଙ୍କ ‘ବିଜେଡି: ଆତ୍ମସମୀକ୍ଷାର ସମୟ’ ଶୀର୍ଷକରେ ଏକ ଲେଖା ପ୍ରକାଶ ପାଇଛି। ଏଥିରେ ସେ ଆହୁରି ଲେଖିଛନ୍ତି, ୧୯୯୭ ମସିହାରେ ଉଠିଥିବା ବ୍ୟାପକ […]

baijayanta

baijayanta

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 10:41 PM IST

Sports

Latest News

ଭୁବନେଶ୍ୱର: ଦକ୍ଷ ନୂଆ ନେତୃତ୍ୱ ଯୋଗୁଁ କେତେକ ରାଜନୈତିକ ଦଳ ଏବେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛନ୍ତି। ଯଦି ବିଜେଡି ପ୍ରତିଷ୍ଠାତା ଏ ଦିଗ ପ୍ରତି ଜରୁରୀକାଳୀନ ଭିତ୍ତିରେ ଗୁରୁତ୍ୱ ନ ଦେବେ ତେବେ ଆଗାମୀ ଦିନରେ ବିଜେଡି ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେବେ ନିଶ୍ଚିତ ବୋଲି ଆଜି ଦୈନିକ ସମାଜରେ ବୈଜୟନ୍ତଙ୍କ ‘ବିଜେଡି: ଆତ୍ମସମୀକ୍ଷାର ସମୟ’ ଶୀର୍ଷକରେ ଏକ ଲେଖା ପ୍ରକାଶ ପାଇଛି। ଏଥିରେ ସେ ଆହୁରି ଲେଖିଛନ୍ତି, ୧୯୯୭ ମସିହାରେ ଉଠିଥିବା ବ୍ୟାପକ ଦୁର୍ନୀତି, ଜଘନ୍ୟ ଅପରାଧୀଙ୍କୁ ରାଜନୈତିକ ଶରଣ ପ୍ରଦାନ ଭଳି ଅଭିଯୋଗ ଗତ ୩ ବର୍ଷ ମଧ୍ୟରେ ପୁଣି ଉଠିଛି। ଏବେ ଆମ ରାଜ୍ୟରେ ବହୁ ଯୁବ ଭୋଟର ଅଛନ୍ତି। ୯୦ ଦଶକରେ ହୋଇଥିବା ଅନ୍ୟାୟ ଓ ଶୋଷଣ ବିଷୟରେ ସେମାନଙ୍କର ବିଶେଷ କିଛି ଧାରଣା ନାହିଁ। ସେମାନେ କେବଳ ଏବେକାର ଅନ୍ୟାୟ ଓ ଶୋଷଣ ବିଷୟରେ ଉଦ୍‌ବିଗ୍ନ।

ପଣ୍ଡାଙ୍କ ଏପରି ଲେଖା ପ୍ରକାଶ ପାଇବା ପରେ ରାଜନୈତିକ ସ୍ତରରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଶେଷ କରି ବିଜେଡିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି।

ଏପରିକି ବିଜେପି ତା’ର ଟ୍ୱିଟର ଆକାଉଣ୍ଟରେ ବୈଜୟନ୍ତଙ୍କ ଲେଖାକୁ ଉଲ୍ଲେଖ କରି ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଡର ବୋଲି ଟ୍ୱିଟ୍‌ କରିଛି।

ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଏଭଳି ହେବା ଉଚିତ ନୁହେଁ। ଦଳ ସଜଡା ଯିବା ଦରକାର। ବୈଜୟନ୍ତ ଏ କଥା ଦଳୀୟ ବୈଠକରେ କହିଥିଲେ ଭଲ ହୋଇଥାନ୍ତା। ବାହାରେ କହି ନିଆଁରେ ଘିଅ ଢାଳିବା ଭଳି ହୋଇଛି। ପ୍ରଚାରରେ ବଢୁ ଥିବା ଦଳକୁ ଏହା ସୁହାଇବ। ଏଥିପ୍ରତି ଗୁରୁତ୍ୱ ଦିଆ ନ ଗଲେ ବିଜେଡି ପାଇଁ ଏହା ଚ୍ୟାଲେଞ୍ଜ ହେବ।”

ସେହିପରି ପ୍ରତାପ ଦେବ କହିଛନ୍ତି,“ଗଣମାଧ୍ୟମରେ ଏପରି ଆଲୋଚନା ସମୀଚିନ ନୁହେଁ। ଦଳୀୟ ଫୋରମରେ ଚିଠି ଲେଖି ସଭାପତିଙ୍କୁ ଜଣାଇବା କଥା। ମିଡିଆରେ ଆଲୋଚନା କଲେ ପରିଭାଷ ଅଲଗା ହେଉଛି। ଫୋରମ୍‌ ବାହାରେ କହିଲେ, ତାହା ଦଳୀୟ ଅନୁଶାସନ ବାହାରେ। ଦଳପତି ଏହାର ଅନୁଧ୍ୟାନ କରିବେ।”

ନିଜ ସମ୍ଭକୁ ନେଇ ଚର୍ଚ୍ଚା ହେବା ପରେ ବୈଜୟନ୍ତ କହିଛନ୍ତି,“ଦଳର ସଭାପତିଙ୍କ କହିବା ଅନୁଯାୟୀ ଆତ୍ମସମୀକ୍ଷା କଥା ଲେଖିଛି। ଏହା ସଠିକ ନୁହେଁ ବୋଲି କେହି ଦର୍ଶାଇ ପାରିବେ କି? ସଭାପତିଙ୍କ କଥାକୁ ସାଧୁତାର ସହ ଅନୁଶୀଳନ କରିଛି। ମୁଁ ସର୍ବଦା ଦଳର ନୈତିକତା ରକ୍ଷା କରିବାକୁ ଚାହିଁଛି।”

ସେ କହିଛନ୍ତି,“ମୁଁ ଚାହେଁ ଦଳ ପୂର୍ବଭଳି ଶକ୍ତିଶାଳୀ ହେଉ। ସଭାପତି ଅଗଭଳି ଦୃଢ ପଦକ୍ଷେପ ନିଅନ୍ତୁ। ମୋ ବାବଦରେ ହେଉଥିବା ସମସ୍ତ ଅଭିଯୋଗକୁ ମୁଁ ଖଣ୍ଡନ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story