ବେଲବାହାଳି ସେତୁକୁ ନେଇ ପୁଣି ସଂଘର୍ଷ, ୭ ଆହତ

ଆନନ୍ଦପୁର: ସେତୁ ନିର୍ମାଣକୁ ନେଇ ଆଜି ପୁଣି କେନ୍ଦୁଝର ଜିଲ୍ଲା ବେଲବାହାଳି ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି। କୁଶେଇ ସେତୁ ନିର୍ମାଣକୁ ନେଇ ପୋଲିସ୍‌ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି। ଢେଲାପଥର ମାଡ଼ରେ ୨ ଜଣ ପୋଲିସ୍‌ ଓ ୫ ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି। ୨୧୫ ନମ୍ୱର ଜାତୀୟ ରାଜପଥର କୁଶେଇ ନଦୀ ଉପରେ ପ୍ରସ୍ତାବିତ ସେତୁକୁ ଗାଁ ଲୋକେ ତୀବ୍ର […]

balabahali

balabahali

Rakesh Mallick
  • Published: Friday, 09 September 2016
  • Updated: 09 September 2016, 11:00 PM IST

Sports

Latest News

balabahaliଆନନ୍ଦପୁର: ସେତୁ ନିର୍ମାଣକୁ ନେଇ ଆଜି ପୁଣି କେନ୍ଦୁଝର ଜିଲ୍ଲା ବେଲବାହାଳି ଅଞ୍ଚଳ ଅଶାନ୍ତ ହୋଇପଡ଼ିଛି। କୁଶେଇ ସେତୁ ନିର୍ମାଣକୁ ନେଇ ପୋଲିସ୍‌ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି। ଢେଲାପଥର ମାଡ଼ରେ ୨ ଜଣ ପୋଲିସ୍‌ ଓ ୫ ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି।

୨୧୫ ନମ୍ୱର ଜାତୀୟ ରାଜପଥର କୁଶେଇ ନଦୀ ଉପରେ ପ୍ରସ୍ତାବିତ ସେତୁକୁ ଗାଁ ଲୋକେ ତୀବ୍ର ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏନେଇ ବହୁବାର ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁନାହିଁ। ଗତବର୍ଷ ଜୁଲାଇ ୭ ତାରିଖରେ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ଗାଁ ଲୋକେ ଓ ପୋଲିସ୍ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୨ ପୋଲିସ୍‌ ଓ ୧୨ ଗାଁ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story