ଦିବ୍ୟାଙ୍ଗ ମହିଳା ମୃତ୍ୟୁ ମାମଲା: ଦିଆଯାଉଥିଲା ଯୌନ ନିର୍ଯାତନା

ବଲାଙ୍ଗିର: ବଲାଙ୍ଗିର ପଥରଚେପା ସ୍ଥିତ ବି.ସି.ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରର ଦିବ୍ୟାଙ୍ଗ ମହିଳା କେୟାରଟେକର ନଳିନୀ ପ୍ରଧାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ସେବାକେନ୍ଦ୍ରର ପ୍ରତିଷ୍ଠାନା ନଳିନୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ତାହା ହିଁ ତାଙ୍କ ଜୀବନ ହାରିବାର ମୁଖ୍ୟ କାରଣ ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ଆଜି ଓଟିଭିଙ୍କୁ କହିଛନ୍ତି। ଆଜି ରାଜ୍ୟ ଭିନ୍ନକ୍ଷମ ଆୟୋଗ ମୃତ କେୟାରଟେକର ନଳିନୀଙ୍କ ଗାଁ ବୁରୋଭାଡିକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରା […]

DEBYANG

DEBYANG

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 04:02 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ପଥରଚେପା ସ୍ଥିତ ବି.ସି.ଜେନା ସ୍ମାରକୀ ଭିନ୍ନକ୍ଷମ ସେବା କେନ୍ଦ୍ରର ଦିବ୍ୟାଙ୍ଗ ମହିଳା କେୟାରଟେକର ନଳିନୀ ପ୍ରଧାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ସେବାକେନ୍ଦ୍ରର ପ୍ରତିଷ୍ଠାନା ନଳିନୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ତାହା ହିଁ ତାଙ୍କ ଜୀବନ ହାରିବାର ମୁଖ୍ୟ କାରଣ ବୋଲି ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ଆଜି ଓଟିଭିଙ୍କୁ କହିଛନ୍ତି।

ଆଜି ରାଜ୍ୟ ଭିନ୍ନକ୍ଷମ ଆୟୋଗ ମୃତ କେୟାରଟେକର ନଳିନୀଙ୍କ ଗାଁ ବୁରୋଭାଡିକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରା ଉଚୁରା କରିଥିଲେ।

ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷାଙ୍କ ବୟାନ ପରେ ଆରମ୍ଭ ହୋଇଛି ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ମୁଖ୍ୟ ଅଭିଯୁକ୍ତ ବିଭୂତି ଭୁଷଣ ଜେନା ଜଣେ ସରକାରୀ ଶିକ୍ଷକ ହୋଇଥିବାରୁ, ତାଙ୍କୁ କାର୍ଯ୍ୟାରୁ ନିଲମ୍ୱନ କରାଯାଇ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story