ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣାରେ ଦୁଇ ଆର୍‌ପିଏଫ୍‌ ଯବାନ ନିଲମ୍ବିତ

ଭୁବନେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ଆର୍‌ପିଏଫ୍‌ ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କରିବା ପାଇଁ ଗତକାଲି ରେଳ ମନ୍ତ୍ରୀ ଆର୍‌ପିଏଫ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକଥା ବି ସେ ଟ୍ୱିଟ୍‌ କରି ପ୍ରକାଶ କରିଥିଲେ। ଗତ ଶୁକ୍ରବାର ଦିନ ୪ ନମ୍ବର ପ୍ଲାଟ ଫର୍ମରୁ ଦିବ୍ୟାଙ୍ଗ ଜଣଙ୍କ ମୋବାଇଲ୍ ଚୋରି କରୁଥିବା […]

balasore ,,,,

balasore ,,,,

Rakesh Mallick
  • Published: Monday, 09 January 2017
  • Updated: 09 January 2017, 08:24 AM IST

Sports

Latest News

ଭୁବନେଶ୍ୱର: ବାଲେଶ୍ୱର ରେଳ ଷ୍ଟେସନରେ ଦିବ୍ୟାଙ୍ଗଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ଆର୍‌ପିଏଫ୍‌ ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଏହି ଘଟଣାର ତଦନ୍ତ କରିବା ପାଇଁ ଗତକାଲି ରେଳ ମନ୍ତ୍ରୀ ଆର୍‌ପିଏଫ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକଥା ବି ସେ ଟ୍ୱିଟ୍‌ କରି ପ୍ରକାଶ କରିଥିଲେ।

ଗତ ଶୁକ୍ରବାର ଦିନ ୪ ନମ୍ବର ପ୍ଲାଟ ଫର୍ମରୁ ଦିବ୍ୟାଙ୍ଗ ଜଣଙ୍କ ମୋବାଇଲ୍ ଚୋରି କରୁଥିବା ବେଳେ ତାଙ୍କୁ ଲୋକେ କାବୁ କରି ଆରପିଏଫ୍‌କୁ ଜଣାଇଥିଲେ। ପରେ ଆରପିଏଫ ଯବାନମାନେ ଦିବ୍ୟାଙ୍ଗଙ୍କଠାରୁ ମୋବାଇଲ ଜବତ କରିବା ସହ ତାଙ୍କୁ ତଳେ ପକାଇ ଅମାନୁଷିକ ଭାବେ ମାଡ଼ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos