୪ ଜଣଙ୍କୁ ନିର୍ମମ ହତ୍ୟା, ଗଣ୍ଡିରୁ ମୁଣ୍ଡ ଅଲଗା କଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟଦେବକସବା ଫାଣ୍ଡି ଅଧୀନରେ ଥିବା ପାଗନଇ ଗାଁରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ସେମାନଙ୍କର ଜଣେ ସଂପର୍କୀୟଙ୍କୁ ହତ୍ୟା କରାଯାଇଛି। ଗାଁର  ଜଣେ ମହିଳା, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କ ସମେତ ତାଙ୍କର ଜଣେ ସଂପର୍କୀୟଙ୍କ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ପ୍ରତିଭା ମଣ୍ଡଳ। ତାଙ୍କ ପୁଅ ନାଁ ସୁଜନ ମଣ୍ଡଳ(୧୪) ଓ […]

muder

muder

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 11:04 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟଦେବକସବା ଫାଣ୍ଡି ଅଧୀନରେ ଥିବା ପାଗନଇ ଗାଁରେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ସେମାନଙ୍କର ଜଣେ ସଂପର୍କୀୟଙ୍କୁ ହତ୍ୟା କରାଯାଇଛି। ଗାଁର  ଜଣେ ମହିଳା, ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କ ସମେତ ତାଙ୍କର ଜଣେ ସଂପର୍କୀୟଙ୍କ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ପ୍ରତିଭା ମଣ୍ଡଳ। ତାଙ୍କ ପୁଅ ନାଁ ସୁଜନ ମଣ୍ଡଳ(୧୪) ଓ ଝିଅଙ୍କ ନାଁ ସୁମନ ମଣ୍ଡଳ(୧୮)। ଦୁର୍ବୃତ୍ତମାନେ ପ୍ରତିଭାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଛନ୍ତି। ମୁଣ୍ଡଟି ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ପଡ଼ିଥିଲା।

ପୋଲିସ୍ ଘଟଣା ସ୍ଥଳରୁ ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ଓ ଗୋଟିଏ ଲାଠି ଜବତ କରିଛି। ଏହା ସହିତ ଗୋଟିଏ ଗୁଳି ମଧ୍ୟ ଜବତ କରାଯାଇଛି। ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଗୁଳିଟି କାହାରି ଦେହରେ ବାଜି ନାହିଁ।

ହତ୍ୟାର କାରଣ ଜଣାପଡ଼ିନାହିଁ। ତେବେ ମୃତ ମହିଳାଙ୍କ ଜଣେ ସଂପର୍କୀୟଙ୍କ କହିବା ଅନୁଯାୟୀ ଜମିଜମା ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ପୋଲିସ୍ ମଧ୍ୟ ଏହି ସନ୍ଦେହ କରୁଛି। ମୃତ ପ୍ରତିଭାଙ୍କ ସ୍ୱାମୀ ବାହାରେ କାମ କରନ୍ତି।

ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗୁଳି ଫୁଟିବା ଶବ୍ଦ ଶୁଣି ସେମାନେ ସେଠାକୁ ଆସିଥିଲେ। ଘର ସମ୍ମୁଖକୁ ଆସି ଡାକ ପକାଇଥିଲେ। କେହି ନ ଶୁଣିବାକୁ କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଛଅ ସାତଟି ବାଇକ୍‌ରେ କିଛି ଦୁର୍ବୃତ୍ତ ସେଠାରୁ ଫେରିବା ବେଳେ କେତେ ଜଣ ଗ୍ରାମବାସୀ ଦେଖିଥିବା ସେ କହିଛନ୍ତି।

ବାଲେଶ୍ୱର ଏସ୍‌ପି ନୀତି ଶେଖର, ଏସ୍‌ଡିପିଓ ଅମରେଶ ପଣ୍ଡା ଓ ସଦର ଥାନା ଅଧିକାରୀ ଦୟାନିଧି ଦାଶ ସାଇଣ୍ଟିଫିକ୍ ଟିମ୍‌, ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story