ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅପରିଷ୍କାର ପରିବେଶ ଯାଞ୍ଚ କଲେ ଜିଲ୍ଲାପାଳ: ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓମ୍‌ଫେଡ଼୍‌ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଖୁଲାସା ପରେ ଆଜି ଜିଲ୍ଲାପାଳ ପ୍ରମୋଦ ଦାସ ଅଚାନକ ପ୍ଲାଣ୍ଟ ପରିସରରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି। ଏପରିକି କ୍ଷୀର, ଦହି, ଘିଅ ଓ ରାବିଡ଼ି ପ୍ରସ୍ତୁତ କରାଯାଉଥିବା ସ୍ଥାନ ଯାଞ୍ଚ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ଗୁରୁବାର ମଧ୍ୟ ପ୍ଲାଣ୍ଟ ପରିସରରେ ଯାଞ୍ଚ କରିଥିଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ରେମୁଣାସ୍ଥିତ ଡାଏରୀରେ […]

balasore-collecter-visit-omfed-plant

balasore-collecter-visit-omfed-plant

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 04:44 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓମ୍‌ଫେଡ଼୍‌ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଖୁଲାସା ପରେ ଆଜି ଜିଲ୍ଲାପାଳ ପ୍ରମୋଦ ଦାସ ଅଚାନକ ପ୍ଲାଣ୍ଟ ପରିସରରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି। ଏପରିକି କ୍ଷୀର, ଦହି, ଘିଅ ଓ ରାବିଡ଼ି ପ୍ରସ୍ତୁତ କରାଯାଉଥିବା ସ୍ଥାନ ଯାଞ୍ଚ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଗତ ଗୁରୁବାର ମଧ୍ୟ ପ୍ଲାଣ୍ଟ ପରିସରରେ ଯାଞ୍ଚ କରିଥିଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ। ରେମୁଣାସ୍ଥିତ ଡାଏରୀରେ ପହଞ୍ଚି କ୍ଷୀର, ଦହି ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରିବା ସହ ଯାଞ୍ଚ କରିଥିଲେ। ଅସ୍ୱାସ୍ଥ୍ୟକର ପରିବେଶରେ ଓମ୍‌ଫେଡ ପ୍ଲାଣ୍ଟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ନେଇ ବୁଧବାର ଦିନ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।

ବିନା ଗୋସ୍‌ରେ ଓମ୍‌ଫେଡ୍‌ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ବୋତଲରେ କ୍ଷୀର ଭର୍ତ୍ତି କରୁଛନ୍ତି। ଏପରିକି ସେହି କ୍ଷୀର ବୋତଲକୁ ହିଟ୍ ଚ୍ୟାମ୍ବରରେ ରଖି ଷ୍ଟେରେଲାଇଜ୍ କରି ବଜାରକୁ ଛଡ଼ା ଯାଉଛି। ଯାହାକୁ ଗ୍ରାହକମାନେ ଅତି ଖୁସିର ସହ ପିଉଛନ୍ତି। କେବଳ ଫ୍ଲେଭରଡ୍ ମିଲ୍କ ନୁହଁ, ଏହି ପ୍ଲାଣ୍ଟରେ ଦହି, ମିଠା ଦହି, ରାବିଡ଼ି, ପନିର୍, ଘୋଳଦହି, ଘିଅ ମଧ୍ୟ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି। ଏହି କାରଣରୁ ବାଲେଶ୍ୱର ଡେରୀ ପ୍ଲାଣ୍ଟ ମ୍ୟାନେଜର ଲିଙ୍ଗରାଜ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story