ବାଲେଶ୍ୱର: ତିନି ବର୍ଷର ଶିଶୁକୁ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ

ବାଲେଶ୍ୱର: ବୁର୍ଲା  ମେଡିକାଲରେ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗକୁ ନେଇ ତୁମ୍ୱିତୋଫାନ୍ ଚାଲିଥିବା ବେଳେ ଏବେ ବାଲେଶ୍ୱରରେ ଏକ ତିନିବର୍ଷର ଶିଶୁକୁ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି। ଥାଲାସେମିଆରେ ପୀଡ଼ିତ ଏହି ଶିଶୁକନ୍ୟାକୁ ବାଲେଶ୍ୱର ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନିୟମିତ ଦିଆଯିବା ସହ ପ୍ରତି ୬ମାସରେ କଟକ ବଡ଼ ମେଡିକାଲରେ ରକ୍ତ ପରୀକ୍ଷା କରାଯାଏ। ତେବେ ଏଥର ପରୀକ୍ଷାରୁ ଶିଶୁଟି ହେପାଟାଇଟିସ୍‌-ସିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସଂକ୍ରମିତ ରକ୍ତ ଦିଆଯାଇଥିବାରୁ ଏପରି ହୋଇଥିବା ଶିଶୁର […]

child baleswar

child baleswar

Rakesh Mallick
  • Published: Monday, 20 June 2016
  • Updated: 20 June 2016, 03:55 PM IST

Sports

Latest News

child baleswarବାଲେଶ୍ୱର: ବୁର୍ଲା  ମେଡିକାଲରେ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗକୁ ନେଇ ତୁମ୍ୱିତୋଫାନ୍ ଚାଲିଥିବା ବେଳେ ଏବେ ବାଲେଶ୍ୱରରେ ଏକ ତିନିବର୍ଷର ଶିଶୁକୁ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି। ଥାଲାସେମିଆରେ ପୀଡ଼ିତ ଏହି ଶିଶୁକନ୍ୟାକୁ ବାଲେଶ୍ୱର ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନିୟମିତ ଦିଆଯିବା ସହ ପ୍ରତି ୬ମାସରେ କଟକ ବଡ଼ ମେଡିକାଲରେ ରକ୍ତ ପରୀକ୍ଷା କରାଯାଏ। ତେବେ ଏଥର ପରୀକ୍ଷାରୁ ଶିଶୁଟି ହେପାଟାଇଟିସ୍‌-ସିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସଂକ୍ରମିତ ରକ୍ତ ଦିଆଯାଇଥିବାରୁ ଏପରି ହୋଇଥିବା ଶିଶୁର ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଅଭିଯୋଗକାରିଣୀ ସାଇନସ୍ ପରୱିନ୍‌ କହିଛନ୍ତି, “ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଛୁଆକୁ ରକ୍ତ ଦିଆଯାଇଥାଏ। ପ୍ରତି ୬ ମାସରେ କଟକ ବଡ଼ ମେଡିକାଲରେ ରକ୍ତ ପରୀକ୍ଷା ହୁଏ।  ହେଲେ ଏଥର ଶିଶୁକୁ ହେପାଟାଇଟିସ୍‌-ସି ହୋଇଥିବା ଡାକ୍ତର କହିଥିଲେ। ଯେଉଁମାନେ ରକ୍ତ ପରୀକ୍ଷା କରୁଛନ୍ତି ଠିକ୍ ସେ କରୁ ନ ଥିବାରୁ ଛୁଆଟି ଏହି ରୋଗରେ ଆକ୍ରାନ୍ତ ହୋଇଗଲା।”

ବ୍ଲଡ୍ ବ୍ୟାଙ୍କ ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ କହିଛନ୍ତି, “ପରୀକ୍ଷା ହୋଇଥିବା ରକ୍ତ ରୋଗୀମାନଙ୍କୁ ଦିଆଯାଉଛି। ସଂକ୍ରମିତ ରକ୍ତ ଶିଶୁକୁ ଦିଆଯାଇ ନାହିଁ। ଅନ୍ୟ କୋଉଁଠି ସଂକ୍ରମିତ ହୋଇଥାଇ ପାରେ।”

ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ ଦାସ କହିଛନ୍ତି, “ରକ୍ତନମୁନା ପରୀକ୍ଷା ଲାଗି ଦିଲ୍ଲୀ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story