ବଣ୍ଡା ଜନଜାତିଙ୍କ ପିଡିଏସ୍ ଚାଉଳ ହଡ଼ପ ଅଭିଯୋଗ

ମାଲକାନଗିରି: ବଣ୍ଡା ଜନଜାତିଙ୍କ ପିଡିଏସ୍ ଚାଉଳ ହେଉଛି ହଡ଼ପ। ମାସ ମାସ ଧରି ଚାଉଳ ପାଇନାହାନ୍ତି ବଣ୍ଡା ଜନଜାତି। ସରକାରୀ କର୍ମଚାରୀଙ୍କ ଅବଗତରେ ଚାଲିଛି ଏହି ଲୁଟ୍। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡାରୁ। ପଞ୍ଚାୟତ ଚାଉଳ ଯୋଗାଣ ମେସିନରେ ରିପୋର୍ଟ  ନିଲ୍ ଥିବାବେଳେ ଗୋଦାମରେ କିନ୍ତୁ ୧୨୫ କ୍ୱିଣ୍ଟାଲ ଚାଉଳ ଭର୍ତ୍ତି ହୋଇ ରହିଛି। ପ୍ରଶ୍ନ ଉଠୁଛି ଯଦି ଗୋଦାମରେ ଚାଉଳ ଅଛି ତେବେ ଷ୍ଟକ୍ ଖାଲି ହେଲା କେମିତି ? ଯୋଗାଣ ସହାୟକ […]

PDS

PDS

Rakesh Mallick
  • Published: Monday, 30 October 2017
  • Updated: 30 October 2017, 09:49 AM IST

Sports

Latest News

ମାଲକାନଗିରି: ବଣ୍ଡା ଜନଜାତିଙ୍କ ପିଡିଏସ୍ ଚାଉଳ ହେଉଛି ହଡ଼ପ। ମାସ ମାସ ଧରି ଚାଉଳ ପାଇନାହାନ୍ତି ବଣ୍ଡା ଜନଜାତି। ସରକାରୀ କର୍ମଚାରୀଙ୍କ ଅବଗତରେ ଚାଲିଛି ଏହି ଲୁଟ୍। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡାରୁ। ପଞ୍ଚାୟତ ଚାଉଳ ଯୋଗାଣ ମେସିନରେ ରିପୋର୍ଟ  ନିଲ୍ ଥିବାବେଳେ ଗୋଦାମରେ କିନ୍ତୁ ୧୨୫ କ୍ୱିଣ୍ଟାଲ ଚାଉଳ ଭର୍ତ୍ତି ହୋଇ ରହିଛି। ପ୍ରଶ୍ନ ଉଠୁଛି ଯଦି ଗୋଦାମରେ ଚାଉଳ ଅଛି ତେବେ ଷ୍ଟକ୍ ଖାଲି ହେଲା କେମିତି ? ଯୋଗାଣ ସହାୟକ କହିଛନ୍ତି, “କିଛି ଲୋକ ନେଇ ନ ଥିବାରୁ ଚାଉଳ ରହିଯାଇଛି।”

ଏନେଇ ସ୍ଥାନୀୟ ବିଧାୟକ କହିଛନ୍ତି, “ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଯିବ। ଉଚ୍ଚସ୍ତରୀୟ  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story