ବେଙ୍ଗାଲୁରୁରୁ ନିର୍ଯାତିତ ହୋଇ ଫେରିଲେ ଦୁଇ ଓଡ଼ିଆ ଶ୍ରମିକ

ସମ୍ବଲପୁର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ସେଠାରେ ନିର୍ଯାତିତ ହୋଇ ୨ଜଣ ନାବାଳକ ଶ୍ରମିକ ଆଜି ଓଡ଼ିଶା ଫେରିଛନ୍ତି। ହୀରାକୁଦ ଅଞ୍ଚଳର ଜଣେ ଲୋକଙ୍କ ସହାୟତାରେ ସେମାନେ ଟ୍ରେନରେ ସମ୍ୱଲପୁରରେ ପହଞ୍ଚିଛନ୍ତି। ସେମାନେ ହେଲେ କାଳିଆ ଜେନା ଓ ବଳରାମ ଜେନା। ତାଙ୍କ ଘର ଯାଜପୁର ଜିଲ୍ଲା ଗୋପାଳପୁର ମହୁଲିଆ ଗାଁରେ। ସେମାନେ ଦୁଇ ଭାଇ ବୋଲି ଜଣାପଡିଛି। ସମ୍ୱଲପୁର ଷ୍ଟେସନରେ ସେମାନେ ଓହ୍ଲାଇବା ପରେ ସମ୍ୱଲପୁର ଜିଆରପି ଥାନା ଅଧିକାରୀ ସି.ଏମ. ପ୍ରଧାନଙ୍କୁ ଅବଗତ କରାଯାଇଥିଲା। […]

two labour

two labour

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 12:56 PM IST

Sports

Latest News

ସମ୍ବଲପୁର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ସେଠାରେ ନିର୍ଯାତିତ ହୋଇ ୨ଜଣ ନାବାଳକ ଶ୍ରମିକ ଆଜି ଓଡ଼ିଶା ଫେରିଛନ୍ତି। ହୀରାକୁଦ ଅଞ୍ଚଳର ଜଣେ ଲୋକଙ୍କ ସହାୟତାରେ ସେମାନେ ଟ୍ରେନରେ ସମ୍ୱଲପୁରରେ ପହଞ୍ଚିଛନ୍ତି। ସେମାନେ ହେଲେ କାଳିଆ ଜେନା ଓ ବଳରାମ ଜେନା। ତାଙ୍କ ଘର ଯାଜପୁର ଜିଲ୍ଲା ଗୋପାଳପୁର ମହୁଲିଆ ଗାଁରେ। ସେମାନେ ଦୁଇ ଭାଇ ବୋଲି ଜଣାପଡିଛି।

ସମ୍ୱଲପୁର ଷ୍ଟେସନରେ ସେମାନେ ଓହ୍ଲାଇବା ପରେ ସମ୍ୱଲପୁର ଜିଆରପି ଥାନା ଅଧିକାରୀ ସି.ଏମ. ପ୍ରଧାନଙ୍କୁ ଅବଗତ କରାଯାଇଥିଲା। ପୋଲିସ୍ ଶ୍ରମିକମାନଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିଛି। ସେମାନଙ୍କର ସମ୍ପର୍କୀୟ ମାନେ ସେଠାରେ ଏବେ ବି ଅଟକ ଅଛନ୍ତି ବୋଲି ଦୁଇ ଶ୍ରମିକ ଅଭିଯୋଗ କରିଛନ୍ତି।

ବେଙ୍ଗାଲୁରୁରେ ଅଟକ ଥିବା ଅନ୍ୟ ଶ୍ରମିକମାନଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ଜରିଆରେ କିପରି ଉଦ୍ଧାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆଇନଗତ ପ୍ରକ୍ରିୟା ସରିବା ପରେ ଏହି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।

ନିର୍ଯାତିତ ଶ୍ରମିକ କାଳିଆ ଜେନା କହିଛନ୍ତି, “ଅଧିକ ରୋଜଗାର ଆଶାରେ ଆମେ କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲୁ। ଏକ ଗାର୍ମେଣ୍ଟସ ରପ୍ତାନିକାରୀ ସଂସ୍ଥାରେ ସିଲେଇ କାମ କରୁଥିଲୁ। ହେଲେ କମ୍ପାନୀ ମାଲିକ ଦରମା ଦେଉ ନ ଥିଲେ ଓ ଖାଇବାକୁ ଦେଉ ନ ଥିଲେ, ସବୁବେଳେ ମାଡପିଟ୍ କରୁଥିଲେ। ଘରକୁ ଯିବାକୁ କହିଲେ ଆମକୁ ଧମକ ଦିଆଯାଉଥିଲା। ସେଥିପାଇଁ ଆମେ ଲୁଚି ପଳାଇ ଆସିଲୁ। ଆମ ଭଉଣୀ ଓ ଝିଆରୀଙ୍କ ସମେତ ପ୍ରାୟ ୨୫ ଜଣ ଶ୍ରମିକ ମାସାଧିକ କାଳ କାମ କରି ପାଉଣା ନ ପାଇ ସେଠାରେ ଅଟକ ଅଛନ୍ତି। ସେମାନଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି। ଦୀପକ ନାମକ ଜଣେ ମଧ୍ୟସ୍ଥି ଜରିଆରେ ଆମେ ସେଠାକୁ ଯାଇଥିଲୁ।”

ସମ୍ୱଲପୁର ଜିଆରପି ଥାନା ଅଧିକାରୀ ସି.ଏମ. ପ୍ରଧାନ କହିଛନ୍ତି, “ଗତ ଏପ୍ରିଲ ୧୩ ତାରିଖରେ ଏହି ଦୁଇ ଜଣ ଶ୍ରମିକ ସିଲେଇ କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି।  ଆମେ ଚାଇଲ୍ଡ ଲାଇନକୁ ଖବର ଦେଇଛୁ। ଆଇନଗତ ପ୍ରକ୍ରିୟା ସରିବା ପରେ ଏହି ଦୁଇ ଶ୍ରମିକଙ୍କୁ ସେମାନଙ୍କୁ ଘରକୁ ପଠାଇ ଦିଆଯିବ।”

ଉଦ୍ଧାରକାରୀ ଯୁବକ ଦେବୀ ପ୍ରସାଦ ମହାପାତ୍ର କହିଛନ୍ତି, “ରେଲୱେ ଷ୍ଟେସନରେ ଏହି ଦୁଇ ପିଲା ବୁଲୁଥିଲେ। ଆମେ ଓଡ଼ିଆ ଭାଷାରେ କଥା ହେଉଥିବା ଦେଖି ଆମ ପାଖକୁ ଆସିଥିଲେ ଓ ଟ୍ରେନ କେଉଁଠିକୁ ଯିବ ବୋଲି ପଚାରିଥିଲେ। ଆମକୁ ଘଟଣା ସମ୍ପର୍କରେ କହିଥିଲେ। ରେଲୱେର ଜଣେ କର୍ମଚାରୀଙ୍କ ସହାୟତାରେ ଆମେ ଦୁଇ ଜଣଙ୍କୁ ଧରି ସମ୍ବଲପୁର ପହଞ୍ଚିଲୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story