ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ଡିସିପିଙ୍କୁ ଭେଟି ଆଲୋଚନା କଲେ କୁଳପତି

ଭୁବନେଶ୍ୱର: ବାଣୀବିହାର ଛାତ୍ରସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗରେ କମିଶନରେଟ୍ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ। ଗତକାଲିର ଆନ୍ଦୋଳନାତ୍ମକ ସ୍ଥିତି ପରେ କ୍ୟାମ୍ପସ୍ ଭିତରେ ଓ ବାହାରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ ଏହି ପ୍ରସଙ୍ଗରେ କମିଶନରଙ୍କ କାର୍ଯ୍ୟାଳୟରେ ଡିସିପିଙ୍କୁ ଭେଟିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ଏବଂ ପିଜି କାଉନସିଲ ଅଧ୍ୟକ୍ଷ। ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ସେପଟେ ଦାବି […]

bn

bn

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 09:17 AM IST

Sports

Latest News

bnଭୁବନେଶ୍ୱର: ବାଣୀବିହାର ଛାତ୍ରସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗରେ କମିଶନରେଟ୍ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ। ଗତକାଲିର ଆନ୍ଦୋଳନାତ୍ମକ ସ୍ଥିତି ପରେ କ୍ୟାମ୍ପସ୍ ଭିତରେ ଓ ବାହାରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେପଟେ ଏହି ପ୍ରସଙ୍ଗରେ କମିଶନରଙ୍କ କାର୍ଯ୍ୟାଳୟରେ ଡିସିପିଙ୍କୁ ଭେଟିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ଏବଂ ପିଜି କାଉନସିଲ ଅଧ୍ୟକ୍ଷ। ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ସେପଟେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଛାତ୍ରଛାତ୍ରୀମାନେ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। କ୍ୟାମ୍ପସରେ ହିଂସାତ୍ମକ ବାତାବରଣକୁ ଦେଖି ଚଳିତ ଥର ନିର୍ବାଚନ ନ କରିବାକୁ ଗତକାଲି ପିଜି କାଉନସିଲ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗଣମାଧ୍ୟମ ଆଗରେ ପିଜି କାଉନସିଲ ଚେୟାରମ୍ୟାନଙ୍କ ଏହି ଘୋଷଣା ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ପ୍ରତିବାଦରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଥିଲେ।

ସେହିପରି ଆଗକୁ ଛାତ୍ର ସଂସଦ ନିର୍ବାଚନ। ଗତକାଲି ବାଣୀବିହାର ପରିସ୍ଥିତିକୁ ଦେଖି ଆଜି ଭୁବନେଶ୍ୱର ଓ କଟକର ବିଭିନ୍ନ କଲେଜ କର୍ତ୍ତୃପକ୍ଷଙ୍କ ସହ କମିଶନରେଟ ପୋଲିସ ବୈଠକ କରିଛି । ଏଥିରେ ଟୁଇନ ସିଟିର ପ୍ରାୟ ୫୦ଟି କଲେଜର ଅଧ୍ୟକ୍ଷ ଯୋଗ ଦେଇଥିଲେ। ନିର୍ବାଚନ ବେଳେ କ୍ୟାମ୍ପସରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା ହୋଇପାରିବ ସେ ନେଇ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story