ବାଣୀବିହାର ରାସ୍ତା ଅବରୋଧ ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ସହିଦନଗର ଥାନାରେ ଅଭିଯୋଗ କଲେ ପରିବାର ଲୋକେ

ଭୁବନେଶ୍ୱର: ବାଣୀବିହାର ଛକରେ ରାସ୍ତା ଅବରୋଧ ବେଳେ ଗତକାଲି ସନ୍ଧ୍ୟାରେ ମହିଳାଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ଥାନାରେ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳା ସୁମନ ଶର୍ମାଙ୍କ ସ୍ୱାମୀ ଆଜି ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ ସୁମନଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ବାଣୀବିହାର ନିର୍ବାଚନ ବାତିଲ ଘୋଷଣା ପରେ ବିଶ୍ୱବିଦ୍ୟାଳୟ ଛାତ୍ରମାନେ […]

bhu

bhu

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 08:33 AM IST

SUMAN SHARMAଭୁବନେଶ୍ୱର: ବାଣୀବିହାର ଛକରେ ରାସ୍ତା ଅବରୋଧ ବେଳେ ଗତକାଲି ସନ୍ଧ୍ୟାରେ ମହିଳାଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ଥାନାରେ ତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ମହିଳା ସୁମନ ଶର୍ମାଙ୍କ ସ୍ୱାମୀ ଆଜି ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। କେଉଁ ପରିସ୍ଥିତିରେ ସୁମନଙ୍କ ମୃତ୍ୟୁ ଘଟିଲା ତାର ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ବାଣୀବିହାର ନିର୍ବାଚନ ବାତିଲ ଘୋଷଣା ପରେ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ କାରରେ ଯାଉଥିଲେ ସୁମନ। କାରରେ ଥିବାବେଳେ ସେ ଅଚେତ ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୁମନଙ୍କ ଘର ଜାମସେଦପୁରରେ ଏବଂ ସେ ଭୁବନେଶ୍ୱରର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେପଟେ ଏହି ଘଟଣାରେ ଭିଡିଓ ଫୁଟେଜର ଅନୁଧ୍ୟାନ କରି ତଦନ୍ତ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story