ବାଣୀ ବିହାରରେ ନିର୍ବାଚନ ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ହଟିଲା ଧାରଣା

ଭୁବନେଶ୍ୱର: ବାଣୀ ବିହାରରେ ଛାତ୍ର ସାଂସଦ ନିର୍ବାଚନ ହେବା ନେଇ ଆଶା ସଞ୍ଚାର ହୋଇଛି। ଆଜି ପିଜି କାଉନସିଲ୍ ଚେୟାରମ୍ୟାନ୍ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଦାବି ସଂପର୍କରେ ପିଜି କାଉନସିଲ୍, ରେସିଡେନ୍ସିଆଲ୍ କମିଟି ଓ ଆଡଭାଇଜରି କମିଟି ମଧ୍ୟରେ ଆଲୋଚନା ହୋଇ ୨ ରୁ ୩ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ଏହି ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଛନ୍ତି। ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀ ମାନେ ସୋମବାର ପିଜି କାଉନସିଲ୍ […]

pg council

pg council

Rakesh Mallick
  • Published: Monday, 28 September 2015
  • Updated: 28 September 2015, 02:23 PM IST

Sports

Latest News

ଭୁବନେଶ୍ୱର: ବାଣୀ ବିହାରରେ ଛାତ୍ର ସାଂସଦ ନିର୍ବାଚନ ହେବା ନେଇ ଆଶା ସଞ୍ଚାର ହୋଇଛି। ଆଜି ପିଜି କାଉନସିଲ୍ ଚେୟାରମ୍ୟାନ୍ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଦାବି ସଂପର୍କରେ ପିଜି କାଉନସିଲ୍, ରେସିଡେନ୍ସିଆଲ୍ କମିଟି ଓ ଆଡଭାଇଜରି କମିଟି ମଧ୍ୟରେ ଆଲୋଚନା ହୋଇ ୨ ରୁ ୩ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ଏହି ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟିଛନ୍ତି। ନିର୍ବାଚନ ହେବା ନେଇ ଛାତ୍ରଛାତ୍ରୀ ମାନେ ସୋମବାର ପିଜି କାଉନସିଲ୍ ଅଧ୍ୟକ୍ଷ ରଞ୍ଜନ କୁମାର ବଳଙ୍କ ସହ ଆଲୋଚନା କରିଥିଲେ।  ନିର୍ବାଚନ କରାଇବା ଦାବିରେ ଆଜି ଛାତ୍ରମାନେ ପିଜି କାଉନସିଲ ଅଫିସ୍ ଆଗରେ ଧାରଣା ଦେଇଥିଲେ। ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପରେ ବାଣୀବିହାରରେ ଛାତ୍ର ଅଶାନ୍ତି ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story